ଅଭାବନୀୟ ଘଟଣା, ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା !

ମୁନିଗୁଡା ୦୨।୧୦ : ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା । ରାୟଗଡ଼ା ବିଷମକଟକ ଥାନା ଚାଟିକଣା ମାଳିସାହିରେ ଘଟିଛି ଘଟଣା । ପୋଲିସ ଘଟଣାରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତମାନେ ଯୁବକଙ୍କ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ମୃତ ଯୁବକଙ୍କ ଚାଟିକଣା ମାଳିସାହିର ଘାଶିରାମ ଜିଲିକାରା ବୋଲି ଜଣାପଡିଛି । ହେଲେ ଏବେ ଯାଏଁ କେଉଁ କାରଣ ପାଇଁ ହତ୍ୟା କରାଯାଇଛି । ତାହା ଅସ୍ପଷ୍ଟ ରହିଛି । ସେପଟେ ବିଷମକଟକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ପାରିପାର୍ଶ୍ୱିକ ସ୍ଥିତିକୁ ମଧ୍ୟ ତନତନ ଯାଞ୍ଚ କରୁଛି ପୋଲିସ ।  

ଅଭାବନୀୟ ଘଟଣା, ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା !

ମୁନିଗୁଡା ୦୨।୧୦ : ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା । ରାୟଗଡ଼ା ବିଷମକଟକ ଥାନା ଚାଟିକଣା ମାଳିସାହିରେ ଘଟିଛି ଘଟଣା । ପୋଲିସ ଘଟଣାରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତମାନେ ଯୁବକଙ୍କ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ମୃତ ଯୁବକଙ୍କ ଚାଟିକଣା ମାଳିସାହିର ଘାଶିରାମ ଜିଲିକାରା ବୋଲି ଜଣାପଡିଛି । ହେଲେ ଏବେ ଯାଏଁ କେଉଁ କାରଣ ପାଇଁ ହତ୍ୟା କରାଯାଇଛି । ତାହା ଅସ୍ପଷ୍ଟ ରହିଛି । ସେପଟେ ବିଷମକଟକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ପାରିପାର୍ଶ୍ୱିକ ସ୍ଥିତିକୁ ମଧ୍ୟ ତନତନ ଯାଞ୍ଚ କରୁଛି ପୋଲିସ ।