ଅଭିମାନ ଭୁଲି ସୋନାକ୍ଷୀଙ୍କ ବାହାଘରରେ ସାମିଲ ହେବେ ଶତ୍ରୁଘ୍ନ ସିହ୍ନା । ମୁମ୍ବାଇରେ ରବିବାର ହେବ ବାହାଘର
କନକ ବ୍ୟୁରୋ : ରାଗରୁଷା ଭୁଲି ଝିଅ ସୋନାକ୍ଷୀଙ୍କ ବାହାଘରରେ ଯୋଗଦେବେ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା। ମୁସଲିମ ଧର୍ମର ଜହୀର ଇକବାଲଙ୍କ ବିବାହ କରିବା ନିଷ୍ପତିକୁ ସୋନାକ୍ଷୀଙ୍କ ପରିବାର ନାପସନ୍ଦ କରୁଥିବା ଚର୍ଚ୍ଚା ଜୋର ଧରିଥିଲା ।ଏପରିକି ଶତ୍ରୁଘ୍ନ ସିହ୍ନାଙ୍କ ଏକ ବୟାନ ବେଶ ଚର୍ଚ୍ଚାରେ ଥିଲା । ଆଜିକାଲିର ପିଲାମାନେ ନିଷ୍ପତି ପାଇଁ ପରାମର୍ଶ ଲୋଡୁ ନାହାଁନ୍ତି ବଂର ସିଧା ନିଷ୍ପତି ପରିବାରକୁ ଜଣାଇ ଦେଉଛନ୍ତି । ତେବେ ୨୩ରେ ହେବ ବାହାଘର […] The post ଅଭିମାନ ଭୁଲି ସୋନାକ୍ଷୀଙ୍କ ବାହାଘରରେ ସାମିଲ ହେବେ ଶତ୍ରୁଘ୍ନ ସିହ୍ନା । ମୁମ୍ବାଇରେ ରବିବାର ହେବ ବାହାଘର first appeared on Kanak News.

କନକ ବ୍ୟୁରୋ : ରାଗରୁଷା ଭୁଲି ଝିଅ ସୋନାକ୍ଷୀଙ୍କ ବାହାଘରରେ ଯୋଗଦେବେ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା। ମୁସଲିମ ଧର୍ମର ଜହୀର ଇକବାଲଙ୍କ ବିବାହ କରିବା ନିଷ୍ପତିକୁ ସୋନାକ୍ଷୀଙ୍କ ପରିବାର ନାପସନ୍ଦ କରୁଥିବା ଚର୍ଚ୍ଚା ଜୋର ଧରିଥିଲା ।ଏପରିକି ଶତ୍ରୁଘ୍ନ ସିହ୍ନାଙ୍କ ଏକ ବୟାନ ବେଶ ଚର୍ଚ୍ଚାରେ ଥିଲା । ଆଜିକାଲିର ପିଲାମାନେ ନିଷ୍ପତି ପାଇଁ ପରାମର୍ଶ ଲୋଡୁ ନାହାଁନ୍ତି ବଂର ସିଧା ନିଷ୍ପତି ପରିବାରକୁ ଜଣାଇ ଦେଉଛନ୍ତି । ତେବେ ୨୩ରେ ହେବ ବାହାଘର । ହାତଗଣତି କିଛି ଅତିଥି ଓ ସର୍ମ୍ପକୀୟଙ୍କୁ କେବଳ ବାହାଘରରେ ସାମିଲ ହେବେ
The post ଅଭିମାନ ଭୁଲି ସୋନାକ୍ଷୀଙ୍କ ବାହାଘରରେ ସାମିଲ ହେବେ ଶତ୍ରୁଘ୍ନ ସିହ୍ନା । ମୁମ୍ବାଇରେ ରବିବାର ହେବ ବାହାଘର first appeared on Kanak News.