ଅଭୟାରଣ୍ୟରେ ଥମୁନି ଶିକାରୀଙ୍କ ଆତଙ୍କରାଜ
ଅଭୟାରଣ୍ୟରେ ଜାରି ରହିଛି ମାଫିଆ ଏବଂ ଶିକାରୀଙ୍କ ଆତଙ୍କରାଜ। କୁଲଡିହା ହେଉ କିମ୍ବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ବନ୍ୟପ୍ରାଣୀ ମାଫିଆ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ଲାଗିରହିଛି ଛକାପଞ୍ଝା।