ପୋଲିସକୁ କାନ୍ଦିକି ଧନ୍ୟବାଦ୍ ଦେଲା ମା, ମୋ ଝିଅକୁ ଖୋଜିକି ଦେଲେ ! Missing Minor girl Mancheswar found, Bbsr.
ପୋଲିସକୁ କାନ୍ଦିକି ଧନ୍ୟବାଦ୍ ଦେଲା ମା, ମୋ ଝିଅକୁ ଖୋଜିକି ଦେଲେ ! ମାଛ କିଣିବାକୁ ଯାଇ ମଞ୍ଚେଶ୍ବର ଅଞ୍ଚଳରୁ ସାନଗାଡିଆର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ । ଏତଲା ପରେ ତୁରନ୍ତ ୩୦ଟି ସିସିଟିଭି ଯାଞ୍ଚ କରି ମଞ୍ଚେଶ୍ବର ଥାନା ଭୋଟପଡ଼ା ଷ୍ଟ