ଅମାନିଆ ସାବଧାନ, ଆକ୍ସନ ମୋଡରେ କଟକ କମିଶନରେଟ୍ ପୋଲିସ

ଆକ୍ସନ ମୋଡକୁ ଫେରିଛି କଟକ କମିଶନରେଟ୍ ପୋଲିସ। ଅମାନିଆ ସାବଧାନ। ବିକଟାଳ ହର୍ଣ୍ଣ ଓ କଳା କାଚ ଲଗାଇଲେ ଦେବେ ଫାଇନ। କଟକ ଟ୍ରାଫିକ ପୋଲିସ ଓ କଟକ ଆରଟିଓ ମିଳିତ ଉଦ୍ୟମରେ କଟକ ରେ ବିକଟାଳ ହର୍ଣ୍ଣ ଓ କଳା କାଚ ର ଚେକିଂ କରାଯାଇଥିଲା । ଚେକିଂ ରେ ଯେଉଁମାନେ ଗାଡିରେ ବିକଟାଳ ହର୍ଣ୍ଣ ଓ କଳାକାଚ ଲଗାଇଥିଲେ ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରିଛି କମିଶନରେଟ ପୋଲିସ।ଏହି ସ୍ପେଶାଲ ଡ୍ରାଇଭ […] The post ଅମାନିଆ ସାବଧାନ, ଆକ୍ସନ ମୋଡରେ କଟକ କମିଶନରେଟ୍ ପୋଲିସ appeared first on KNews Odisha.

ଅମାନିଆ ସାବଧାନ, ଆକ୍ସନ ମୋଡରେ କଟକ କମିଶନରେଟ୍ ପୋଲିସ
traffic

ଆକ୍ସନ ମୋଡକୁ ଫେରିଛି କଟକ କମିଶନରେଟ୍ ପୋଲିସ। ଅମାନିଆ ସାବଧାନ। ବିକଟାଳ ହର୍ଣ୍ଣ ଓ କଳା କାଚ ଲଗାଇଲେ ଦେବେ ଫାଇନ। କଟକ ଟ୍ରାଫିକ ପୋଲିସ ଓ କଟକ ଆରଟିଓ ମିଳିତ ଉଦ୍ୟମରେ କଟକ ରେ ବିକଟାଳ ହର୍ଣ୍ଣ ଓ କଳା କାଚ ର ଚେକିଂ କରାଯାଇଥିଲା । ଚେକିଂ ରେ ଯେଉଁମାନେ ଗାଡିରେ ବିକଟାଳ ହର୍ଣ୍ଣ ଓ କଳାକାଚ ଲଗାଇଥିଲେ ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରିଛି କମିଶନରେଟ ପୋଲିସ।ଏହି ସ୍ପେଶାଲ ଡ୍ରାଇଭ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ଟ୍ରାଫିକ ଏସିପି ଜୟନ୍ତ କୁମାର ଦୋରା।

The post ଅମାନିଆ ସାବଧାନ, ଆକ୍ସନ ମୋଡରେ କଟକ କମିଶନରେଟ୍ ପୋଲିସ appeared first on KNews Odisha.