ଅମାନିଆ ହୋଇଯାନ୍ତୁ ସାବଧାନ: ସବୁ ଗାଡ଼ିକୁ ଚେକିଂ କରୁଛି କମିଶନରେଟ ପୋଲିସ
କଟକ,୧୧।୨: ଦିନକୁ ଦିନ ଦୁର୍ଘଟଣା ବଢ଼ି ଚାଲିଥିବା ବେଳେ ଅତ୍ୟଧିକ ଯାନବାହନ ଚଳାଚଳ ପରିବେଶକୁ ପ୍ରଦୂଷିତ କରୁଛି। ବାୟୁମଣ୍ଡଳ ପ୍ରଦୂଷଣ ହେବା ସାଙ୍ଗକୁ ଭାରୀଯାନର ବିକଟାଳ ହର୍ଣ୍ଣ ଶବ୍ଦପ୍ରଦୂଷଣ କରିବାରେ ଲାଗିଛି। ଏ ନେଇ ସଜାଗ ହୋଇପଡ଼ିଛନ୍ତି ଟ୍ରାଫିକ୍ ପୋଲିସ। କଟକରେ ଗାଡ଼ି ଚେକିଂ ଚାଲିଛି। କମିଶନରେଟ ଟ୍ରାଫିକ ପୋଲିସ ଯେଉଁଗାଡ଼ି ଦେଖୁଛି ତାକୁ ଅଟକାଇ ଯାଞ୍ଚ କରୁଛି। ଓଏମ୍ପି ଛକରେ ସବୁ ଭାରୀଯାନକୁ ଅଟକାଇ ଚେକିଂ କଡ଼ାକଡ଼ି କରାଯାଇଛି। ବିକଟାଳ ହର୍ଣ୍ଣ ସହ ବ୍ଲାକ କାଚ […] The post ଅମାନିଆ ହୋଇଯାନ୍ତୁ ସାବଧାନ: ସବୁ ଗାଡ଼ିକୁ ଚେକିଂ କରୁଛି କମିଶନରେଟ ପୋଲିସ appeared first on Dharitri Odia News.
କଟକ,୧୧।୨: ଦିନକୁ ଦିନ ଦୁର୍ଘଟଣା ବଢ଼ି ଚାଲିଥିବା ବେଳେ ଅତ୍ୟଧିକ ଯାନବାହନ ଚଳାଚଳ ପରିବେଶକୁ ପ୍ରଦୂଷିତ କରୁଛି। ବାୟୁମଣ୍ଡଳ ପ୍ରଦୂଷଣ ହେବା ସାଙ୍ଗକୁ ଭାରୀଯାନର ବିକଟାଳ ହର୍ଣ୍ଣ ଶବ୍ଦପ୍ରଦୂଷଣ କରିବାରେ ଲାଗିଛି। ଏ ନେଇ ସଜାଗ ହୋଇପଡ଼ିଛନ୍ତି ଟ୍ରାଫିକ୍ ପୋଲିସ।
କଟକରେ ଗାଡ଼ି ଚେକିଂ ଚାଲିଛି। କମିଶନରେଟ ଟ୍ରାଫିକ ପୋଲିସ ଯେଉଁଗାଡ଼ି ଦେଖୁଛି ତାକୁ ଅଟକାଇ ଯାଞ୍ଚ କରୁଛି। ଓଏମ୍ପି ଛକରେ ସବୁ ଭାରୀଯାନକୁ ଅଟକାଇ ଚେକିଂ କଡ଼ାକଡ଼ି କରାଯାଇଛି। ବିକଟାଳ ହର୍ଣ୍ଣ ସହ ବ୍ଲାକ କାଚ ଆଦିର ଚାଲିଛି ଯାଞ୍ଚ ହୋଇଛି।
The post ଅମାନିଆ ହୋଇଯାନ୍ତୁ ସାବଧାନ: ସବୁ ଗାଡ଼ିକୁ ଚେକିଂ କରୁଛି କମିଶନରେଟ ପୋଲିସ appeared first on Dharitri Odia News.