ଅମିତ ଶାହଙ୍କ ବିରୋଧରେ ଆକ୍ରୋଶ । ତେଲେଙ୍ଗାନାରେ ମାମଲା ରୁଜୁ ।
କନକ ବ୍ୟୁରୋ: ଦିଲ୍ଲୀ ସମେତ କଂଗ୍ରେସ ଶାସିତ ରାଜ୍ୟରେ ଆମ୍ବେଦରକର ତାତି । ରାଜ୍ୟସଭାରେ ବାବା ସାହେବ ଆମ୍ବେଦରକଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଯେଉଁ ବୟାନ ଦେଇଥିଲେ ତାକୁ ବିରୋଧ କରି ୫ଦିନ ହେବ କଂଗ୍ରେସ ବିରୋଧ ପ୍ରଦର୍ଶନ କରୁଛି ।ଏହା ଭିତରେ ତେଲେଙ୍ଗାନାରେ ପ୍ରଦେଶ କଂଗ୍ରେସ ଧାରଣା ଦେବା ସହ ଶାହାଙ୍କ ନାଁରେ ଥାନାରେ ଅଭିଯୋଗ କରିଛି ।ସେପଟେ ରାଜସ୍ଥାନରେ ମଧ୍ୟ ଯୁବ କଂଗ୍ରେସ ଜୋରଦାର ବିକ୍ଷୋଭ କରିଛି ।ଏହି ସମୟରେ ପୁଲିସ ସହ ବଡ ସଂଘର୍ଷ ଚିତ୍ର ସାମ୍ନାକୁ ଆସିଛି