ଅମିତାଭ ଘୋଷଙ୍କୁ ଇରାସ୍ମସ୍‌ ପ୍ରାଇଜ୍‌

କୋଟା,୯।୩: ଜଳବାୟୁ ପରିବର୍ତ୍ତନ ଉପରେ ଲେଖୁଥିବା ଖ୍ୟାତନାମା ଲେଖକ ଅମିତାଭ ଘୋଷଙ୍କୁ ଚଳିତ ବର୍ଷ ନିମନ୍ତେ ସମ୍ମାନଜନକ ଇରାସ୍ମସ୍‌ ପୁରସ୍କାର ପ୍ରଦାନ କରାଯାଇଛି। ‘ଇମାଜିନିଂ ଦ ଅନ୍‌ଥିଙ୍କେବଲ୍‌’ ଶୀର୍ଷକ ପ୍ରସଙ୍ଗରେ ତାଙ୍କ ଉତ୍ସର୍ଗୀକୃତ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଥିବା ନେଦରଲାଣ୍ଡସ୍‌ର ପ୍ରିମିୟମ୍‌ ଇରାସ୍‌ମିଏନମ୍‌ ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। The post ଅମିତାଭ ଘୋଷଙ୍କୁ ଇରାସ୍ମସ୍‌ ପ୍ରାଇଜ୍‌ appeared first on Dharitri Odia News.

ଅମିତାଭ ଘୋଷଙ୍କୁ ଇରାସ୍ମସ୍‌ ପ୍ରାଇଜ୍‌

କୋଟା,୯।୩: ଜଳବାୟୁ ପରିବର୍ତ୍ତନ ଉପରେ ଲେଖୁଥିବା ଖ୍ୟାତନାମା ଲେଖକ ଅମିତାଭ ଘୋଷଙ୍କୁ ଚଳିତ ବର୍ଷ ନିମନ୍ତେ ସମ୍ମାନଜନକ ଇରାସ୍ମସ୍‌ ପୁରସ୍କାର ପ୍ରଦାନ କରାଯାଇଛି। ‘ଇମାଜିନିଂ ଦ ଅନ୍‌ଥିଙ୍କେବଲ୍‌’ ଶୀର୍ଷକ ପ୍ରସଙ୍ଗରେ ତାଙ୍କ ଉତ୍ସର୍ଗୀକୃତ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଥିବା ନେଦରଲାଣ୍ଡସ୍‌ର ପ୍ରିମିୟମ୍‌ ଇରାସ୍‌ମିଏନମ୍‌ ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି।

The post ଅମିତାଭ ଘୋଷଙ୍କୁ ଇରାସ୍ମସ୍‌ ପ୍ରାଇଜ୍‌ appeared first on Dharitri Odia News.