ଅମୃତ ଭଣ୍ଡା ପତ୍ର ଉପରେ ତୁଷାରର ଧଳା ଆସ୍ତାରଣ: ଆଗକୁ ଅଧିକ ଶୀତ
ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ): କନ୍ଧମାଳ ଜିଲାରେ ଚଳିତ ବର୍ଷ ଶୀତ ଆସିବାର ବିଳମ୍ବ ହୋଇଛି। ମାତ୍ର ଦୀପାବଳୀ ଅମାବାସ୍ୟା ଠାରୁ ଶୀତ ଆସିଛି, ଆଉ ଶୀତ ଆସିବାକ୍ଷଣି ଦେଖାଯାଇଛି ତୁଷାରର ଧଳା ଆସ୍ତରଣ। ତେବେ ଡିସେମ୍ବର ମାସରେ ଏଭଳି ତୁଷାର ପଡିବା ଦେଖିବାକୁ ମିଳୁଥିବା ନଜିର ରହିଥିବା ବେଳେ ଗୋଟିଏ ମାସ ପୂର୍ବରୁ ତାହା ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଜଳବାୟୁର ଅନିୟମିତତା ଯୋଗୁ ଶୀତ ଡେରିରେ ଆସିଥିଲେ ସୁଦ୍ଧା ଚଳିତ ଥର ଅଧିକା ଶୀତ ପଡିବା […] The post ଅମୃତ ଭଣ୍ଡା ପତ୍ର ଉପରେ ତୁଷାରର ଧଳା ଆସ୍ତାରଣ: ଆଗକୁ ଅଧିକ ଶୀତ appeared first on Dharitri Odia News.
ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ): କନ୍ଧମାଳ ଜିଲାରେ ଚଳିତ ବର୍ଷ ଶୀତ ଆସିବାର ବିଳମ୍ବ ହୋଇଛି। ମାତ୍ର ଦୀପାବଳୀ ଅମାବାସ୍ୟା ଠାରୁ ଶୀତ ଆସିଛି, ଆଉ ଶୀତ ଆସିବାକ୍ଷଣି ଦେଖାଯାଇଛି ତୁଷାରର ଧଳା ଆସ୍ତରଣ। ତେବେ ଡିସେମ୍ବର ମାସରେ ଏଭଳି ତୁଷାର ପଡିବା ଦେଖିବାକୁ ମିଳୁଥିବା ନଜିର ରହିଥିବା ବେଳେ ଗୋଟିଏ ମାସ ପୂର୍ବରୁ ତାହା ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଜଳବାୟୁର ଅନିୟମିତତା ଯୋଗୁ ଶୀତ ଡେରିରେ ଆସିଥିଲେ ସୁଦ୍ଧା ଚଳିତ ଥର ଅଧିକା ଶୀତ ପଡିବା ଅଞ୍ଚଳବାସୀ ଆଶଙ୍କା କରିଛନ୍ତି।
ସୂଚନା ଯୋଗ୍ୟ ଗତ କିଛିଦିନ ହେଲା ପାଗ ଶୁଖିଲା ରହିବା ସହ ସକାଳ ଓ ସଂଧ୍ୟା ସମୟରେ ଶୀତ ଅନୁଭୂତି ହେଉଛି। ମଧ୍ୟରାତ୍ରିରୁ ଭୋର ମଧ୍ୟରେ ଅଧିକା ଶୀତ ପଡିବା ସହ ସକାଳର କୁହୁଡି ଶୀତକୁ ଦ୍ବିଗୁଣିତ କରୁଛି ।
The post ଅମୃତ ଭଣ୍ଡା ପତ୍ର ଉପରେ ତୁଷାରର ଧଳା ଆସ୍ତାରଣ: ଆଗକୁ ଅଧିକ ଶୀତ appeared first on Dharitri Odia News.