ଅଯୋଧ୍ୟା ରାମ ମନ୍ଦିର ଆକୃତିର ସୁନାର ମୁଦି, ମୁଲ୍ୟ ଏକ ଲକ୍ଷ ୨୫ ହଜାର ଟଙ୍କା

ଅଯୋଧ୍ୟା ରାମ ମନ୍ଦିର ଆକୃତିର ସୁନାର ମୁଦି। ଏଭଳି ମୁଦିକୁ ପ୍ରସ୍ତୁତ କରିଛନ୍ତି ଉତ୍ତରପ୍ରଦେଶ ମୁରାଦାବାଦର ଜଣେ ବଣିଆ । ଏହି ସୁନା ମୁଦିର ମୁଲ୍ୟ ଏକ ଲକ୍ଷ ୨୫ ହଜାର ଟଙ୍କା ରହିଛି । ଏହି ମୁଦିର ଚାହିଦା ବଢିବାରେ ଲାଗିଛି । କେବଳ ଏହି ମୁଦି ନୁହଁ । ରାମଲାଲାଙ୍କ ରୂପା ମୂର୍ତ୍ତିର ଡିମାଣ୍ଡ ବି ହୁହୁ ହୋଇ ବଢୁଛି। ରାମଲଲ୍ଲାଙ୍କର ଫଟୋ ଥିବା ବିଭିନ୍ନ ପୋଷ୍ଟ, ପୋଷାକ ଆଦି ବଜାରରେ ବିକ୍ରି ଚାଲିଛି। […] The post ଅଯୋଧ୍ୟା ରାମ ମନ୍ଦିର ଆକୃତିର ସୁନାର ମୁଦି, ମୁଲ୍ୟ ଏକ ଲକ୍ଷ ୨୫ ହଜାର ଟଙ୍କା appeared first on KNews Odisha.

ଅଯୋଧ୍ୟା ରାମ ମନ୍ଦିର ଆକୃତିର ସୁନାର ମୁଦି, ମୁଲ୍ୟ ଏକ ଲକ୍ଷ ୨୫ ହଜାର ଟଙ୍କା
Ring

ଅଯୋଧ୍ୟା ରାମ ମନ୍ଦିର ଆକୃତିର ସୁନାର ମୁଦି। ଏଭଳି ମୁଦିକୁ ପ୍ରସ୍ତୁତ କରିଛନ୍ତି ଉତ୍ତରପ୍ରଦେଶ ମୁରାଦାବାଦର ଜଣେ ବଣିଆ । ଏହି ସୁନା ମୁଦିର ମୁଲ୍ୟ ଏକ ଲକ୍ଷ ୨୫ ହଜାର ଟଙ୍କା ରହିଛି । ଏହି ମୁଦିର ଚାହିଦା ବଢିବାରେ ଲାଗିଛି । କେବଳ ଏହି ମୁଦି ନୁହଁ । ରାମଲାଲାଙ୍କ ରୂପା ମୂର୍ତ୍ତିର ଡିମାଣ୍ଡ ବି ହୁହୁ ହୋଇ ବଢୁଛି। ରାମଲଲ୍ଲାଙ୍କର ଫଟୋ ଥିବା ବିଭିନ୍ନ ପୋଷ୍ଟ, ପୋଷାକ ଆଦି ବଜାରରେ ବିକ୍ରି ଚାଲିଛି। ଏମିତି କି ମୂର୍ତ୍ତିର ଚାହିଦା ବି ବଢ଼ି ଯାଇଛି।

The post ଅଯୋଧ୍ୟା ରାମ ମନ୍ଦିର ଆକୃତିର ସୁନାର ମୁଦି, ମୁଲ୍ୟ ଏକ ଲକ୍ଷ ୨୫ ହଜାର ଟଙ୍କା appeared first on KNews Odisha.