ଅରୁନ୍ଧତୀଙ୍କ ଚିକିତ୍ସା ପାଇଁ ପାଖରେ ନାହିଁ ଟଙ୍କା, ଆର୍ଥିକ ସହାୟତା ପାଇଁ ଗୁହାରି କଲେ ପରିବାର ଲୋକେ
ମୁମ୍ଵାଇ ୨୦।୦୩: ଦକ୍ଷିଣ ଚଳଚ୍ଚିତ୍ର ଅଭିନେତ୍ରୀ ଅରୁନ୍ଧତୀ ନାୟର। ନିକଟରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋବା ସହ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଅଭିନେତ୍ରୀ ୬ ଦିନ ହସ୍ପିଟାଲରେ ଅଛନ୍ତି ଏବଂ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରୁଛନ୍ତି। ତାଙ୍କୁ ମଧ୍ୟ କିଛି ଅସ୍ତ୍ରୋପଚାର କରିବାକୁ ପଡିବ। ଯେଉଁଥିପାଇଁ ତାଙ୍କ ବନ୍ଧୁ ଗୋପିକା ଅନିଲ ଆର୍ଥିକ ସହାୟତା ଲୋଡିଛନ୍ତି। ପରିବାର ମଧ୍ୟ ପାଣ୍ଠି ସଂଗ୍ରହ ଅଭିଯାନ ମାଧ୍ୟମରେ ଲୋକଙ୍କଠାରୁ ଟଙ୍କା ମାଗିଛନ୍ତି।View this post on InstagramA post shared by Arathy Nair (@aaraty.nairr)ଅରୁନ୍ଧତୀଙ୍କ ଘନିଷ୍ଠ ବନ୍ଧୁ ବର୍ତ୍ତମାନ ପ୍ରକାଶ କରିଛନ୍ତି ଯେ ଅଭିନେତ୍ରୀଙ୍କ ପରିବାର ବର୍ତ୍ତମାନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅରୁନ୍ଧତୀଙ୍କ ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ପରିବାର ଲୋକମାନେ ସାହାଯ୍ୟ ମାଗିଛନ୍ତି। ଅରୁନ୍ଧତୀଙ୍କ ଡାକ୍ତରୀ ବିଲ୍ ପୈଠ କରିବାକୁ ତାଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ। ବର୍ତ୍ତମାନ ଅଭିନେତ୍ରୀଙ୍କ ପରିବାର ଚିକିତ୍ସା ପାଇଁ ଟଙ୍କା ଜମା କରିବା ନେଇ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି କିନ୍ତୁ ସେମାନଙ୍କୁ କୌଣସି ସାହାଯ୍ୟ ମିଳୁନାହିଁ। ଅଭିନେତ୍ରୀଙ୍କ ବନ୍ଧୁ
ମୁମ୍ଵାଇ ୨୦।୦୩: ଦକ୍ଷିଣ ଚଳଚ୍ଚିତ୍ର ଅଭିନେତ୍ରୀ ଅରୁନ୍ଧତୀ ନାୟର। ନିକଟରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋବା ସହ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଅଭିନେତ୍ରୀ ୬ ଦିନ ହସ୍ପିଟାଲରେ ଅଛନ୍ତି ଏବଂ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରୁଛନ୍ତି। ତାଙ୍କୁ ମଧ୍ୟ କିଛି ଅସ୍ତ୍ରୋପଚାର କରିବାକୁ ପଡିବ। ଯେଉଁଥିପାଇଁ ତାଙ୍କ ବନ୍ଧୁ ଗୋପିକା ଅନିଲ ଆର୍ଥିକ ସହାୟତା ଲୋଡିଛନ୍ତି। ପରିବାର ମଧ୍ୟ ପାଣ୍ଠି ସଂଗ୍ରହ ଅଭିଯାନ ମାଧ୍ୟମରେ ଲୋକଙ୍କଠାରୁ ଟଙ୍କା ମାଗିଛନ୍ତି।
ଅରୁନ୍ଧତୀଙ୍କ ଘନିଷ୍ଠ ବନ୍ଧୁ ବର୍ତ୍ତମାନ ପ୍ରକାଶ କରିଛନ୍ତି ଯେ ଅଭିନେତ୍ରୀଙ୍କ ପରିବାର ବର୍ତ୍ତମାନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅରୁନ୍ଧତୀଙ୍କ ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ପରିବାର ଲୋକମାନେ ସାହାଯ୍ୟ ମାଗିଛନ୍ତି। ଅରୁନ୍ଧତୀଙ୍କ ଡାକ୍ତରୀ ବିଲ୍ ପୈଠ କରିବାକୁ ତାଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ। ବର୍ତ୍ତମାନ ଅଭିନେତ୍ରୀଙ୍କ ପରିବାର ଚିକିତ୍ସା ପାଇଁ ଟଙ୍କା ଜମା କରିବା ନେଇ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି କିନ୍ତୁ ସେମାନଙ୍କୁ କୌଣସି ସାହାଯ୍ୟ ମିଳୁନାହିଁ।

ଅଭିନେତ୍ରୀଙ୍କ ବନ୍ଧୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ବନ୍ଧୁ ଅରୁନ୍ଧତୀ ନାୟରଙ୍କ ପାଇଁ ଆର୍ଥିକ ସହାୟତା ପାଇଁ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। କହିଛନ୍ତି ଯେ ସେ ପାଣ୍ଠି ସଂଗ୍ରହ କରିବା ସହ ବ୍ୟାଙ୍କ ଆକାଉଣ୍ଟ୍ରର ସମସ୍ତ ତଥ୍ୟ ମଧ୍ୟ ସେୟାର କରିଛନ୍ତି ।ହେଲେ ଏହି ଅଭିଯାନ ପାଇଁ ଲୋକମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ଏବଂ କୌଣସି ସାହାଯ୍ୟ ଦେଉ ନାହାଁନ୍ତି।