ଅର୍ଥ ବିଷୟକୁ ନେଇ ଚିନ୍ତା ଦୂର ହୋଇପାରେ, ବାକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ

ମେଷ- ଆଳସ୍ୟ ବୃଦ୍ଧି ହେବ । ଆର୍ଥିକ ବ୍ୟୟ ଅଧିକ ହେବ । ପରିବାରରେ ଚାହୁଁନଥିଲେ ମଧ୍ୟ ବାହ୍ୟ ସମସ୍ୟା ଆସି ପହଞ୍ଚିବ । ବ୍ୟବସ୍ଥାରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇନପାରେ । ଅଙ୍ଗରେ କ୍ଳେଶ ଓ ଆଘାତ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ।ବୃଷ- ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି । ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ । ସର୍ବ କାର୍ଯ୍ୟରେ ସିଦ୍ଧି ଘଟିବ । ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ର ଛାତ୍ରୀମାନେ ଉପକୃତ ହେବେ।ମିଥୁନ- ଅର୍ଥ ବିଷୟକୁ ନେଇ ଥିବା ଚିନ୍ତା ଦୂର ହେବ । କର୍ମ ସଂସ୍ଥାନରେ ପ୍ରଶଂସା ମିଳିବ । ପତ୍ନୀଙ୍କ କଥା ମାନି ଚାଲିଲେ ଦିନଟି ଅଧିକ ଭଲ ହେବ । ବାକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ବ୍ୟବସାୟରେ କିଛି ନୂଆ କରିବାର ଆଶାରେ ରହିବେ । ଛାତ୍ରଛାତ୍ରୀମାନେ ଉନ୍ନତି ପଥ ଅନୁସରଣ କରିବେ ।କର୍କଟ- କୌଣସି ସ୍ଥାନରୁ ଶୁଭ ଖବର ପ୍ରାପ୍ତ ହେବ। କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ । ରୋଜଗାର ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି । କ୍ୟାରିୟରକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିବେ । ବ୍ୟବସାୟୀମାନେ ଦୂର ଯାତ୍ରା କରିପାରନ୍ତି। ସିଂହ- ନୂତନ କିମ୍ବା ପୁରୁଣା କାର୍ଯ୍ୟରେ ହାନି ଘଟିପାରେ । ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ମାଲି ମକୋଦ୍ଦମାକୁ ସମୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ବ୍ୟ

ଅର୍ଥ ବିଷୟକୁ ନେଇ ଚିନ୍ତା ଦୂର ହୋଇପାରେ, ବାକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ

ମେଷ- ଆଳସ୍ୟ ବୃଦ୍ଧି ହେବ । ଆର୍ଥିକ ବ୍ୟୟ ଅଧିକ ହେବ । ପରିବାରରେ ଚାହୁଁନଥିଲେ ମଧ୍ୟ ବାହ୍ୟ ସମସ୍ୟା ଆସି ପହଞ୍ଚିବ । ବ୍ୟବସ୍ଥାରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇନପାରେ । ଅଙ୍ଗରେ କ୍ଳେଶ ଓ ଆଘାତ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବୃଷ- ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି । ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ । ସର୍ବ କାର୍ଯ୍ୟରେ ସିଦ୍ଧି ଘଟିବ । ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ର ଛାତ୍ରୀମାନେ ଉପକୃତ ହେବେ।

ମିଥୁନ- ଅର୍ଥ ବିଷୟକୁ ନେଇ ଥିବା ଚିନ୍ତା ଦୂର ହେବ । କର୍ମ ସଂସ୍ଥାନରେ ପ୍ରଶଂସା ମିଳିବ । ପତ୍ନୀଙ୍କ କଥା ମାନି ଚାଲିଲେ ଦିନଟି ଅଧିକ ଭଲ ହେବ । ବାକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ବ୍ୟବସାୟରେ କିଛି ନୂଆ କରିବାର ଆଶାରେ ରହିବେ । ଛାତ୍ରଛାତ୍ରୀମାନେ ଉନ୍ନତି ପଥ ଅନୁସରଣ କରିବେ ।

କର୍କଟ- କୌଣସି ସ୍ଥାନରୁ ଶୁଭ ଖବର ପ୍ରାପ୍ତ ହେବ। କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ । ରୋଜଗାର ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି । କ୍ୟାରିୟରକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିବେ । ବ୍ୟବସାୟୀମାନେ ଦୂର ଯାତ୍ରା କରିପାରନ୍ତି। 

ସିଂହ- ନୂତନ କିମ୍ବା ପୁରୁଣା କାର୍ଯ୍ୟରେ ହାନି ଘଟିପାରେ । ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ମାଲି ମକୋଦ୍ଦମାକୁ ସମୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ଛାତ୍ରଛାତ୍ରୀମାନେ ପାଠରେ ଯଥେଷ୍ଟ ମନଯୋଗ ଦେବେ ।

କନ୍ୟା- ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି । ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ । ଦେହ ମନ ସୁସ୍ଥ ରହିବ। ବ୍ୟବସାୟରେ ବାକି ରହିଥିବା କାର୍ଯ୍ୟର ଆରମ୍ଭ ହେବ । ପାରିବାରିକ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଖେଳକୁଦରେ ବିଜୟ ହାସଲ କରିବେ ।

ତୁଳା- ନିଜର କାର୍ଯ୍ୟ ଦକ୍ଷତା ଯୋଗୁଁ ଅନେକ ସମ୍ମାନ ପ୍ରାପ୍ତି କରିବେ । ଆର୍ଥିକ ବ୍ୟୟ ହେବ । ବ୍ୟବସାୟରେ ଉନ୍ନତି ଦେଖିବାକୁ ମିଳିବ ବଡ଼ ସଫଳତା ମିଳିପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ । ଅଧିକ ପରିଶ୍ରମରେ ଦିନଟି କାଟିବ । ଛାତ୍ରଛାତ୍ରୀମାନେ ସମୟ ନଷ୍ଟ କରିବେ ।

ବିଛା- ଅନ୍ୟ ସ୍ଥାନକୁ ଭ୍ରମଣର ଯୋଗ ରହିଛି ପତ୍ନୀଙ୍କ ସହଯୋଗ ମିଳିବ । ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ହେବେ । ଆର୍ଥିକ ସ୍ଥିତି ମଧ୍ୟମ ରହିବ । ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ହୋଇପାରେ । ପରିଶ୍ରମ ସମୟ ଅଧିକ ରହିବ ।

ଧନୁ- ଶାରୀରିକ ସମସ୍ୟା ଦେଖା ଦେବ । ତଳିପେଟରେ ଯନ୍ତ୍ରଣା ଦେଖା ଦେବ । ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମରେ ଅଳ୍ପ ଲାଭ । ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକିଯାଇପାରେ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

ମକର- ପରିବାରରେ ସୁଖ ସମ୍ମାନ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ସହିତ, ଦାମ୍ପତ୍ୟ ଜୀବନ ସୁଖ ମୟ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ । ଧନପ୍ରାପ୍ତିର ସମ୍ଭାବନା ରହିଛି । କିଛି ନୂଆ କରିବାକୁ ପ୍ରେରଣା ମିଳିବ ।

କୁମ୍ଭ- ଆୟ ବୃଦ୍ଧି ହେବ । କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ, ନହେଲେ ଅସୁବିଧାରେ ସମ୍ମୁଖୀନ ହେବେ । ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି । କିଛି ନୂଆ କରିବାକୁ ପ୍ରେରଣା ମିଳିବ । ମନ ପ୍ରଫୁଳିତ ରହିବ । 

ମୀନ- ଆୟର ଯୋଗ ରହିଛି । ଛଳନା ଓ ଛନ୍ଦ କପଟର ଶିକାର ହୋଇପାରନ୍ତି । ଲାଗି ରହିଥିବା ମାଲି ମକୋଦ୍ଦମାର ଅନ୍ତ ଘଟିବ । ସରକାରୀ ଯୋଜନାର ସଂପୂର୍ଣ୍ଣ ଲାଭ ମିଳିବ । ଛାତ୍ରଛାତ୍ରୀମାନେ କ୍ୟାରିୟର ପ୍ରତି ଅଧିକ ଯତ୍ନବାନ ହେବେ । ମନରେ ବିଷାଦ ଭାବ ରହିବ ।


ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ - ୮୨୪୯୮୨୬୬୮୨