ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଲା ମହାପ୍ରସାଦ, ଭକ୍ତଙ୍କ ଲମ୍ବା ଧାଡ଼ି

ପୁରୀ,୪।୨: ପୁରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ଯେଉଁ ଅର୍ପଣ ରଥ ଗାଁଠୁ ସହର ସବୁଆଡେ ବୁଲି ଚାଉଳ ସଂଗ୍ରହ କରାଯାଇଥିଲା। ସେହି ଅର୍ପଣ ହୋଇଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହୋଇଛି । ରବିବାର ଉକ୍ତ ଚାଉଳ ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ ରୂପେ ବ୍ୟବହାର ହୋଇଛି । ସକାଳ ଧୂପରେ ଖେଚୁଡ଼ି ବାହାରିଥିବା ବେଳେ ଶ୍ରୀମନ୍ଦିର ଉତ୍ତର ଓ ପଶ୍ଚିମ ଦ୍ବାରରେ ଏହାକୁ ପାଇବା ପାଇଁ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିଲା। The post ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଲା ମହାପ୍ରସାଦ, ଭକ୍ତଙ୍କ ଲମ୍ବା ଧାଡ଼ି appeared first on Dharitri Odia News.

ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଲା ମହାପ୍ରସାଦ, ଭକ୍ତଙ୍କ ଲମ୍ବା ଧାଡ଼ି

ପୁରୀ,୪।୨: ପୁରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ଯେଉଁ ଅର୍ପଣ ରଥ ଗାଁଠୁ ସହର ସବୁଆଡେ ବୁଲି ଚାଉଳ ସଂଗ୍ରହ କରାଯାଇଥିଲା। ସେହି ଅର୍ପଣ ହୋଇଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହୋଇଛି । ରବିବାର ଉକ୍ତ ଚାଉଳ ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ ରୂପେ ବ୍ୟବହାର ହୋଇଛି । ସକାଳ ଧୂପରେ ଖେଚୁଡ଼ି ବାହାରିଥିବା ବେଳେ ଶ୍ରୀମନ୍ଦିର ଉତ୍ତର ଓ ପଶ୍ଚିମ ଦ୍ବାରରେ ଏହାକୁ ପାଇବା ପାଇଁ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିଲା।

The post ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଲା ମହାପ୍ରସାଦ, ଭକ୍ତଙ୍କ ଲମ୍ବା ଧାଡ଼ି appeared first on Dharitri Odia News.