ଅଲଗା ହେବେ ଦୀପଭିର! ଇନଷ୍ଟାରୁ ଡିଲିଟ କଲେ ବିବାହ ଫଟୋ
ମୁମ୍ବାଇ: ବଲିଉଡର ଲଭ ବାର୍ଡ ଦୀପିକା ପାଦୁକାନ ଓ ରଣଭିର ସିଂଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ। କାରଣ ଉଭୟ ଦୀପଭିର ନିଜ ସୋସିଆଲ ମିଡିଆ ଇନଷ୍ଟାରୁ ସେମାନଙ୍କ ବିବାହ ଫୋଟ ଡିଲେଟ କରିଦେଇଛନ୍ତି। ଚର୍ଚ୍ଚା ହେଉଛି କି, ତାଙ୍କ ବୈବାହିକ ଜୀବନରେ କିଛି ବି ଠିକ୍ ନାହିଁ। ଆଉ ଏହି ଦୁଇ ସେଲିବ୍ରେଟି କପୁଲ ଅଲଗା ହେବାକୁ ଯାଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ଉଭୟ ଇନଷ୍ଟାରେ ଥିବା ୩ବର୍ଷ ପୂର୍ବର […] The post ଅଲଗା ହେବେ ଦୀପଭିର! ଇନଷ୍ଟାରୁ ଡିଲିଟ କଲେ ବିବାହ ଫଟୋ appeared first on Dharitri Odia News.
ମୁମ୍ବାଇ: ବଲିଉଡର ଲଭ ବାର୍ଡ ଦୀପିକା ପାଦୁକାନ ଓ ରଣଭିର ସିଂଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ। କାରଣ ଉଭୟ ଦୀପଭିର ନିଜ ସୋସିଆଲ ମିଡିଆ ଇନଷ୍ଟାରୁ ସେମାନଙ୍କ ବିବାହ ଫୋଟ ଡିଲେଟ କରିଦେଇଛନ୍ତି। ଚର୍ଚ୍ଚା ହେଉଛି କି, ତାଙ୍କ ବୈବାହିକ ଜୀବନରେ କିଛି ବି ଠିକ୍ ନାହିଁ। ଆଉ ଏହି ଦୁଇ ସେଲିବ୍ରେଟି କପୁଲ ଅଲଗା ହେବାକୁ ଯାଉଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ଉଭୟ ଇନଷ୍ଟାରେ ଥିବା ୩ବର୍ଷ ପୂର୍ବର ସମସ୍ତ ବିବାହ ଫଟୋକୁ ଡିଲିଟ କରିଛନ୍ତି। ଇନଷ୍ଟାରେ ରଣଭିରଙ୍କ ପ୍ରୋଫାଇଲରେ ମାତ୍ର ୧୩୩ପୋଷ୍ଟ ଅଛି। ସେହିପରି ଦୀପିକା ୨୦୨୧ ଜାନୁଆରୀ ୧ ପୂର୍ବର ସମସ୍ତ ଫଟୋକୁ ଡିଲିଟ କରି ଦେଇଛନ୍ତି।
The post ଅଲଗା ହେବେ ଦୀପଭିର! ଇନଷ୍ଟାରୁ ଡିଲିଟ କଲେ ବିବାହ ଫଟୋ appeared first on Dharitri Odia News.