ଅଲଗା ହେଲେ ଶ୍ରୁତି-ଶାନ୍ତନୁ, ଇନ୍ଷ୍ଟାଗ୍ରାମରୁ ଡିଲିଟ କଲେ ସମସ୍ତ ପୋଷ୍ଟ
ମୁମ୍ଵାଇ ୨୭।୦୪: ବର୍ତ୍ତନାବ ଗସିପ୍ ଟାଉନରେ ଆଉ ଏକ ବ୍ରେକଅପ୍ ବିଷୟରେ ଆଲୋଚନା ହେଉଛି। ଯାହା ବର୍ତ୍ତମାନ ନିଶ୍ଚିତ ହୋଇଛି । ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୁତି ହାସନ ଏବଂ ତାଙ୍କ ପ୍ରେମିକା ଶାନ୍ତନୁ ହଜାରିକା । ଦୁହେଁ ଏବେ ଅଲଗା ହୋଇ ଯାଇଛନ୍ତି ଏବଂ ଆଉ ଏକାଠି ନାହାଁନ୍ତି। View this post on InstagramA post shared by Shruti Haasan (@shrutzhaasan)ଶ୍ରୁତି ହାସନ ଏବଂ ଶାନ୍ତନୁ ହଜାରିକା ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିଷୟରେ କୁହାଯାଉଥିଲା ଯେ ସେମାନଙ୍କ ସମ୍ପର୍କରେ କିଛି ଠିକ୍ ଚାଲିନାହିଁ। ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରି ଦେଇଛନ୍ତି। ଏହା ଉଭୟଙ୍କର ବ୍ୟକ୍ତିଗତ କାରଣ ଥିଲା। ତେଣୁ ଉଭୟ ଏହାକୁ ପାରସ୍ପରିକ ସହମତିରେ ନେଇଥିଲେ। ଏହା ବ୍ୟତୀତ ସୋସିଆଲ ମିଡିଆରୁ ଉଭୟ ପରସ୍ପରର ପୋଷ୍ଟ ଡିଲିଟ କରିବା ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା।ଦୀର୍ଘ ଦିନ ଧରି ଦୁହେଁ ପରସ୍ପରକୁ ଡେଟ କରୁଥିଲେ। କେବଳ ଏତିକି ନୁହେଁ, କିଛି ଦିନ ପୂର୍ବରୁ ଓରି ସେମାନଙ୍କ ବିବାହ ବିଷୟରେ ମଧ୍ୟ କହିଥିଲେ। ହେଲେ ଶ୍ରୁତି ଏହି ଖବରକୁ କେବଳ ଗୁଜବ ବୋଲି କହିଥଲେ, କିନ୍ତୁ ବର୍ତ୍ତମାନ ଉଭୟ ଅଲଗା ହୋଇ ଅଲଗା ହୋଇଯାଇଛନ୍ତି।
ମୁମ୍ଵାଇ ୨୭।୦୪: ବର୍ତ୍ତନାବ ଗସିପ୍ ଟାଉନରେ ଆଉ ଏକ ବ୍ରେକଅପ୍ ବିଷୟରେ ଆଲୋଚନା ହେଉଛି। ଯାହା ବର୍ତ୍ତମାନ ନିଶ୍ଚିତ ହୋଇଛି । ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୁତି ହାସନ ଏବଂ ତାଙ୍କ ପ୍ରେମିକା ଶାନ୍ତନୁ ହଜାରିକା । ଦୁହେଁ ଏବେ ଅଲଗା ହୋଇ ଯାଇଛନ୍ତି ଏବଂ ଆଉ ଏକାଠି ନାହାଁନ୍ତି।
ଶ୍ରୁତି ହାସନ ଏବଂ ଶାନ୍ତନୁ ହଜାରିକା ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିଷୟରେ କୁହାଯାଉଥିଲା ଯେ ସେମାନଙ୍କ ସମ୍ପର୍କରେ କିଛି ଠିକ୍ ଚାଲିନାହିଁ। ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରି ଦେଇଛନ୍ତି। ଏହା ଉଭୟଙ୍କର ବ୍ୟକ୍ତିଗତ କାରଣ ଥିଲା। ତେଣୁ ଉଭୟ ଏହାକୁ ପାରସ୍ପରିକ ସହମତିରେ ନେଇଥିଲେ। ଏହା ବ୍ୟତୀତ ସୋସିଆଲ ମିଡିଆରୁ ଉଭୟ ପରସ୍ପରର ପୋଷ୍ଟ ଡିଲିଟ କରିବା ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା।

ଦୀର୍ଘ ଦିନ ଧରି ଦୁହେଁ ପରସ୍ପରକୁ ଡେଟ କରୁଥିଲେ। କେବଳ ଏତିକି ନୁହେଁ, କିଛି ଦିନ ପୂର୍ବରୁ ଓରି ସେମାନଙ୍କ ବିବାହ ବିଷୟରେ ମଧ୍ୟ କହିଥିଲେ। ହେଲେ ଶ୍ରୁତି ଏହି ଖବରକୁ କେବଳ ଗୁଜବ ବୋଲି କହିଥଲେ, କିନ୍ତୁ ବର୍ତ୍ତମାନ ଉଭୟ ଅଲଗା ହୋଇ ଅଲଗା ହୋଇଯାଇଛନ୍ତି।