ଅଲମ୍ପିକ୍ସ ମୈଦାନରେ ହେବ ଭାରତ-ପାକ୍ ଟକ୍କର, ମୁହାଁମୁହିଁ ହେବେ ନୀରଜ ଓ ଅର୍‌ସଦ୍

ନୂଆଦିଲ୍ଲୀ ୦୬/୦୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ସେତେତା ଭଲ ପ୍ରଦର୍ଶନ ଦେଖିବାକୁ ମିଳିନି । ଅଧିକାଂଶ ଖେଳାଳି ଆରମ୍ଭରୁ ଖରାପ ପ୍ରଦର୍ଶ କରିଥିଲେ । ଆହୁରି ବି ଅନେକ ପଦକ ଜିତିବାକୁ ଅତି ନିକଟତର ହେବା ପରେ ସଫଲତା ପାଇନଥିଲେ । ଦେଶ ପାଇଁ କେବଳ ପିସ୍ତଲ ସୁଟର ମନୁ ଭାକର, ସରବଜୋତ ସିଂହ ଏବଂ ରାଇଫଲ ସୁଟର ସ୍ୱପ୍ନିଲ କୁସାଲେ ୩ ଟି ବ୍ରୋଞ୍ଜ ପଦକ ଜିତିଛନ୍ତି ।नमस्कार, Paris! ????????????????Excited to finally reach the Olympic Games village. #Paris2024 pic.twitter.com/qinx6MsMDl— Neeraj Chopra (@Neeraj_chopra1) July 30, 2024ଅନେକ କ୍ରୀଡ଼ାରେ ଭାରତର ଆହ୍ୱାର ସମାପ୍ତ ହୋଇଥିବାବେଳେ କେତେକ କ୍ରୀଡ଼ାରେ ଏବେବି ଆଶାର କିରଣ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହା ହେଉଛି ମ୍ୟାଚର ପର୍ଯ୍ୟାୟ ଯାହା ପ୍ରତି ଭାରତୀୟ ପ୍ରଶଂସକ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଅଗଷ୍ଟ ୬, ମଙ୍ଗଳବାର ଦିନ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ପ୍ରତିଯୋଗିତା ହେବ ।Hard to express my feelings of honour and happiness carrying the flag of my Pakistan at the Paris Olympics games 2024 pic.twitter.com/rDWU4ft8nT— Arshad Nadeem (@ArshadOlympian1) July 27, 2024କାରଣ ଭାରତର ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଥ୍ରୋ ନ

ଅଲମ୍ପିକ୍ସ ମୈଦାନରେ ହେବ ଭାରତ-ପାକ୍ ଟକ୍କର, ମୁହାଁମୁହିଁ ହେବେ ନୀରଜ ଓ ଅର୍‌ସଦ୍

ନୂଆଦିଲ୍ଲୀ ୦୬/୦୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ସେତେତା ଭଲ ପ୍ରଦର୍ଶନ ଦେଖିବାକୁ ମିଳିନି । ଅଧିକାଂଶ ଖେଳାଳି ଆରମ୍ଭରୁ ଖରାପ ପ୍ରଦର୍ଶ କରିଥିଲେ । ଆହୁରି ବି ଅନେକ ପଦକ ଜିତିବାକୁ ଅତି ନିକଟତର ହେବା ପରେ ସଫଲତା ପାଇନଥିଲେ । ଦେଶ ପାଇଁ କେବଳ ପିସ୍ତଲ ସୁଟର ମନୁ ଭାକର, ସରବଜୋତ ସିଂହ ଏବଂ ରାଇଫଲ ସୁଟର ସ୍ୱପ୍ନିଲ କୁସାଲେ ୩ ଟି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଅନେକ କ୍ରୀଡ଼ାରେ ଭାରତର ଆହ୍ୱାର ସମାପ୍ତ ହୋଇଥିବାବେଳେ କେତେକ କ୍ରୀଡ଼ାରେ ଏବେବି ଆଶାର କିରଣ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହା ହେଉଛି ମ୍ୟାଚର ପର୍ଯ୍ୟାୟ ଯାହା ପ୍ରତି ଭାରତୀୟ ପ୍ରଶଂସକ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଅଗଷ୍ଟ ୬, ମଙ୍ଗଳବାର ଦିନ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ପ୍ରତିଯୋଗିତା ହେବ ।

କାରଣ ଭାରତର ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଥ୍ରୋ ନୀରଜ ଚୋପ୍ରା ଏବଂ ପାକିସ୍ତାନର ଚ୍ୟାଲେଞ୍ଜର୍ ଅସରଦ୍ ନାଦିମ୍‌ଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ପୂର୍ବଥର ଭଳି ଏଥର ବି କଡ୍ଡା ଟକ୍କର ହେବ । ତେବେ ଇଭେଣ୍ଟରରେ ପ୍ରଥମେ ଭାରତ ପକ୍ଷରୁ କିଶୋର କୁମାର ଜେନା ପ୍ରଥମେ ଥ୍ରୋ କରିବେ । ତେବେ ନୀରଜଙ୍କ ଉପରେ ରହିଛି ସମସ୍ତଙ୍କ ନଜର ।