ଅଳିଆ ଗଦା ପାଲଟିବ ବ୍ୟାସନଗର !
ଗଦା ହୋଇଛି କୁଢ଼ କୁଢ଼ ଅଳିଆ । ରାସ୍ତା କଡ଼ ହେଉ କି ଡ୍ରେନ୍ ସବୁଠି ଅଳିଆ ଭର୍ତ୍ତି । ଏ ହେଉଛି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଦୃଶ୍ୟ ।
ଗଦା ହୋଇଛି କୁଢ଼ କୁଢ଼ ଅଳିଆ । ରାସ୍ତା କଡ଼ ହେଉ କି ଡ୍ରେନ୍ ସବୁଠି ଅଳିଆ ଭର୍ତ୍ତି । ଏ ହେଉଛି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଦୃଶ୍ୟ । ଦୀର୍ଘଦିନ ହେବ ଡ୍ରେନ ସଫା ନହେବାରୁ ଅଳିଆ ଜମା ହୋଇ ଡ୍ରେନ୍ରେ ଜଳ ନିଷ୍କାସନ ହେଉନାହିଁ, ଫଳରେ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ପରିବେଶ ।