ଅଳିଆ ଗଦାରେ ପୋତି ହୋଇ ଯାଉଛି ଗାଁ....ଯୁଆଡେ ଦେଖିଲେ କୁଢ଼କୁଢ଼ ଆବର୍ଜନା ସହ ପଚା ଦୁର୍ଗନ୍ଧରେ ବେହାଲ ଗ୍ରାମବାସୀ...

ବାରିପଦା ସହରକୁ ଲାଗି ଶାମାଖୁଣ୍ଟା ବ୍ଲକ ଅଧିନସ୍ଥ ପୋଡା ଅସ୍ତିଆ ଗାଁ ବର୍ତ୍ତମାନ ଅଳିଆ ଗଦାରେ ପରିଣତ ହେବାକୁ ଯାଉଛି। ଯୁଆଡେ ଚାହିଁବେ କୁଡା କୁଡା ଆବର୍ଜନା ଓ ପଚା ଦୁର୍ଗନ୍ଧ। ଯାହା ଦ୍ୱାରା ସେଠାରେ ବସବାସ କରୁଥିବା ଲୋକମାନେ ଯାତାୟାତରେ ବ