ଅସହାୟ ମାନସିକ ବୃଦ୍ଧ ଙ୍କୁ ସେବାଶ୍ରମ ପଠାଗଲା।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଵାଧୀନ ଏକତା ସଂଗଠନ ଓ ପରିଚୟ, ସମ୍ବଲପୁର ପକ୍ଷ ରୁ ମହତ୍ତ୍ଵପୂର୍ଣ୍ଣ ପଦକ୍ଷ୍ୟେପ ନିଆଯାଇଛି। ରେଙ୍ଗାଲି ରେ ବୁଲୁ ଥିବା ଏକ ୫୫ ବର୍ଷୀୟ ଅସହାୟ ମାନସିକ ରୋଗୀ କୁ ରେଙ୍ଗାଲି ଥାନା କତୃପକ୍ଷଙ୍କର ନୀରିକ୍ଷଣ ତଥା ଅନୁମତି କ୍ରମେ ” ସଦ୍ଗୁରୁ କୃପା ଅପ୍ନା ଘର୍” ନାମକ ଏକ ରାୟଗଡ଼, ଛତିଶଗଡ ସ୍ଥିତ ସେବାଶ୍ରମ ରେ ଏକ ସୁନ୍ଦର ଜୀବନ ଯାପନ ପାଇଁ ସ୍ଥାନାନ୍ତର କରାଗଲା। ଉକ୍ତ ପଦକ୍ଷପକୁ କୁ ତ୍ୱରାନ୍ୱିତ […] The post ଅସହାୟ ମାନସିକ ବୃଦ୍ଧ ଙ୍କୁ ସେବାଶ୍ରମ ପଠାଗଲା। appeared first on Odisha.News.
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଵାଧୀନ ଏକତା ସଂଗଠନ ଓ ପରିଚୟ, ସମ୍ବଲପୁର ପକ୍ଷ ରୁ ମହତ୍ତ୍ଵପୂର୍ଣ୍ଣ ପଦକ୍ଷ୍ୟେପ ନିଆଯାଇଛି। ରେଙ୍ଗାଲି ରେ ବୁଲୁ ଥିବା ଏକ ୫୫ ବର୍ଷୀୟ ଅସହାୟ ମାନସିକ ରୋଗୀ କୁ ରେଙ୍ଗାଲି ଥାନା କତୃପକ୍ଷଙ୍କର ନୀରିକ୍ଷଣ ତଥା ଅନୁମତି କ୍ରମେ ” ସଦ୍ଗୁରୁ କୃପା ଅପ୍ନା ଘର୍” ନାମକ ଏକ ରାୟଗଡ଼, ଛତିଶଗଡ ସ୍ଥିତ ସେବାଶ୍ରମ ରେ ଏକ ସୁନ୍ଦର ଜୀବନ ଯାପନ ପାଇଁ ସ୍ଥାନାନ୍ତର କରାଗଲା। ଉକ୍ତ ପଦକ୍ଷପକୁ କୁ ତ୍ୱରାନ୍ୱିତ କରିବା ରେ ବିଶେଷ ସହଯୋଗ ତଥା ଅନୁପ୍ରାଣିତ କରିଥିଲେ ବେଦବ୍ୟାସ ଶର୍ମା, ଗଣେଶ ମଜୁମଦାର, ଓ ରାଜେଶ କୁମାର ସାଣ୍ଡିଲ୍ୟ। ପ୍ରାପ୍ତ ସୂଚନା କ୍ରମେ ଉକ୍ତ ରୋଗୀଙ୍କୁ ଠାବ କଲା ପରେ ସ୍ନାନ କରାଇ ଓ ଭୋଜନ କରାଇ ସ୍ଵାଧୀନ ଏକତା ସଂଗଠନ ର ସଭାପତି ରାଜୀବ କୁମାର ମିଶ୍ର ଓ ପରିଚୟ ର ସଭାପତି ବିପିନ ବିହାରୀ ପଣ୍ଡା ଓ ଅମିତ୍ କୁମାର ସାହୁ ନିଜେ ଯାଇ ରୋଗୀଙ୍କୁ ଛତିଶଗଡ, ରାୟଗଡ଼ ସେବାଶ୍ରମ ରେ ବ୍ୟବସ୍ଥିତ କରି ତାର ମଙ୍ଗଳ ମୟ ଜୀବନ ର କାମନା କରି ଆସିଲେ
The post ଅସହାୟ ମାନସିକ ବୃଦ୍ଧ ଙ୍କୁ ସେବାଶ୍ରମ ପଠାଗଲା। appeared first on Odisha.News.