ଅସହ୍ୟ ତାତିକୁ ଗୁଳୁଗୁଳି, ଜନଜୀବନ ଅସ୍ତବ୍ୟସ୍ତ

ରାଇକିଆ: ରାଇକିଆରେ ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ଗରମ ଗୁଳୁଗୁଳି। ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ମୋୖସୁମୀ ବର୍ଷା ଏବେ ଉଦ୍ଭାନ ହୋଇଛି। ଲୋକେ ଗରମରେ ଆଉଟୁ ପାଉଟୁ ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ଗରମକୁ ଆହୁରି ଦୁଇଗୁଣ କରୁଛି। ବର୍ଷା ନହେବା ଯୋଗୁଁ ଚାଷିଙ୍କ ମୁଣ୍ଡରେ ଏବେ ଚିନ୍ତା ଘାରିଛି।