ଅସ୍ତରଙ୍ଗ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଅସ୍ତରଙ୍ଗ,, ଶନିବାର ଦିନ ଦିଶ୍ଵ ଯୋଗ ଦିବଷ ପାଳନ ଅବ ସରରେ ଅସ୍ତରଙ୍ଗ ପଞ୍ଚଯାତ ସମିତି ଆନୁକୂଲ୍ୟରେ ପାଳିତ ହୋଇ ଯାଇ ଅଛି ବିଶ୍ଵ ଯୋଗ ଦିବଶ l ଏହି ଉପଲକ୍ଷେ ଅସ୍ତରଙ୍ଗ ବ୍ଲକ ପଡିଆ ଠାରେ ସମୂହ ଯୋଗ କାର୍ଯ୍ୟକ୍ରମ ଆୟୋଜିତ କରା ଜାଇ ଥିଲା l ପୁର୍ଣ୍ୟ ଭୂମି ଭାରତ ର ମହା ମନୀଷୀ ମାନଙ୍କ ଦ୍ଵାରା ସୃଷ୍ଠ ଏହି ମହତ କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ଛାତ୍ର ଛାତ୍ରୀ, ସରକାରୀ […] The post ଅସ୍ତରଙ୍ଗ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ appeared first on Odisha.News.

ଅସ୍ତରଙ୍ଗ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଅସ୍ତରଙ୍ଗ,, ଶନିବାର ଦିନ ଦିଶ୍ଵ ଯୋଗ ଦିବଷ ପାଳନ ଅବ ସରରେ ଅସ୍ତରଙ୍ଗ ପଞ୍ଚଯାତ ସମିତି ଆନୁକୂଲ୍ୟରେ ପାଳିତ ହୋଇ ଯାଇ ଅଛି ବିଶ୍ଵ ଯୋଗ ଦିବଶ l
ଏହି ଉପଲକ୍ଷେ ଅସ୍ତରଙ୍ଗ ବ୍ଲକ ପଡିଆ ଠାରେ ସମୂହ ଯୋଗ କାର୍ଯ୍ୟକ୍ରମ ଆୟୋଜିତ କରା ଜାଇ ଥିଲା l ପୁର୍ଣ୍ୟ ଭୂମି ଭାରତ ର ମହା ମନୀଷୀ ମାନଙ୍କ ଦ୍ଵାରା ସୃଷ୍ଠ ଏହି ମହତ କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ଛାତ୍ର ଛାତ୍ରୀ, ସରକାରୀ କର୍ମଚାରୀ, ବିଭିର୍ଣ୍ଣ ସଂଗଠନ, ସାଧାରଣ ଜନତା ଆଦି ମିଶି ଦୁଇଶହ ପ୍ରତିନିଧି ଯୋଗଦାନ କରି, ମନୁଷ୍ୟ ସୁସ୍ଥ ଓ କର୍ମଠ ରହିବା ନେଇ, ଯୋଗ ଅପରି ହାର୍ଯ୍ୟ ବୋଲି ଶପଥ ନେବା ସହ, ବିଭିର୍ଣ୍ଣ ପ୍ରକାର ଯୋଗ ଉପରେ ସେମାନଙ୍କର ନିପୁଣ କଳା ପ୍ରତି ପାଦିତ କରି ଥିଲେ lଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବ୍ଲକ ବି ଡି ଓ, ସସ୍ମିତା ବେହେରା, ସମାଜସେବୀ ଦିବାକର ଛାଟୋଇ ଓ ଦୁଷ୍ମତ ପରିଡା, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ଅସ୍ତରଙ୍ଗ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ସୁଶାନ୍ତ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦାନ କରି ଯୋଗ ର ମହାତ୍ମ ଉପରେ ଯୋଗରେ ଭାଗ ନେଇ ଥିବା ପ୍ରତି ନିଧି ମାନଙ୍କୁ କିଛି କିଛି ଟିପଣୀ ଦେବା ସଶ ଏହି ମହତ କାର୍ଯ୍ୟକ୍ରମ କୁ ପରି ଚାଳନା କରି ଥିଲେ l

The post ଅସ୍ତରଙ୍ଗ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ appeared first on Odisha.News.