ଆଂଶିକ ସଂରକ୍ଷଣ ପାଇଁ ଆଂଶିକ ଧନ୍ୟବାଦ
#ଆଂଶିକ_ସଂରକ୍ଷଣ_ପାଇଁ_ଆଂଶିକ_ଧନ୍ୟବାଦ’ ଶିକ୍ଷା କ୍ଷେତ୍ରରେ ନୂଆ ସଂରକ୍ଷଣ ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ତେଜିଛି ରାଜନୀତି । ନାମଲେଖାରେ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ବର୍ଗକୁ ସଂରକ୍ଷଣ ମିଳିବା ନିଷ୍ପତ୍ତିକୁ ପ୍ରହେଳିକା ବୋଲି କହିଛି ବିଜେଡି। ଆଂଶିକ ସଂରକ୍ଷଣ ଦିଆଯାଇଥିବାରୁ ସରକାରଙ୍କୁ ଆଂଶିକ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ ।