ଆଇଏନଏସ୍ ଚିଲିକାର ତୃତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଆୟୋଜିତ

ଆଇଏନଏସ୍ ଚିଲିକାର ତୃତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଆୟୋଜିତ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର । ୪ ବର୍ଷ ପରେ ଅଗ୍ନିବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ଆଇଏନଏସରେ ଯୋଗ ଦେବେ । ଏହିଅବସରରେ ନୌସେନା ମୁଖ୍ୟ ଆଡ଼ମିରାଲ ଆର ହରିକୁମାର କହିଛନ୍ତି ୨୦୪୭ ସୁଦ୍ଧା ଆତ୍ମନିର୍ଭର ହେବ ଭାରତୀୟ ନୌସେନା । ଏୟାର କ୍ରାଫ୍ଟ କ୍ୟାରିୟର, ସବମେରିନ ସମ୍ପୂର୍ଣ୍ଣ ଭାବେ ଭାରତରେ ତିଆରି ହେବ । […] The post ଆଇଏନଏସ୍ ଚିଲିକାର ତୃତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଆୟୋଜିତ appeared first on KNews Odisha.

ଆଇଏନଏସ୍ ଚିଲିକାର ତୃତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଆୟୋଜିତ
INS

ଆଇଏନଏସ୍ ଚିଲିକାର ତୃତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଆୟୋଜିତ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର । ୪ ବର୍ଷ ପରେ ଅଗ୍ନିବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ଆଇଏନଏସରେ ଯୋଗ ଦେବେ । ଏହିଅବସରରେ ନୌସେନା ମୁଖ୍ୟ ଆଡ଼ମିରାଲ ଆର ହରିକୁମାର କହିଛନ୍ତି ୨୦୪୭ ସୁଦ୍ଧା ଆତ୍ମନିର୍ଭର ହେବ ଭାରତୀୟ ନୌସେନା ।

ଏୟାର କ୍ରାଫ୍ଟ କ୍ୟାରିୟର, ସବମେରିନ ସମ୍ପୂର୍ଣ୍ଣ ଭାବେ ଭାରତରେ ତିଆରି ହେବ । ଭାରତ ମହାସାଗରରେ ଶତ୍ରୁ ରାଷ୍ଟ୍ରର ଦବଦବା ବଢିବାକୁ ନେଇ ଆର ହରିକୁମାର କହିଛନ୍ତି କେବଳ ଚୀନକୁ ଦୃଷ୍ଟିରେ ରଖି ନୁହେଁ, ସମସ୍ତ ଦୃଷ୍ଟିକୋଣକୁ ଦେଖି ନୌସେନାର ସାମର୍ଥ୍ୟ ବୃଦ୍ଧି କରାଯାଉଛି । ନୌସେନାରେ ବ୍ୟବହାର ହେବ AI । ! ଏଥିପାଇଁ ପ୍ଲାନ ପ୍ରସ୍ତୁତି ସରିଛି। ମେଣ୍ଟେନାନ୍ସ ଓ ସର୍ଭିଲାନ୍ସରେ AIକୁ ବ୍ୟବହାର କରାଯିବ ।

The post ଆଇଏନଏସ୍ ଚିଲିକାର ତୃତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଆୟୋଜିତ appeared first on KNews Odisha.