ଆଇନଜୀବୀଙ୍କ ଉପରେ ଏସିଡ ମାଡ଼, ଘରେ ପଶି ଏସିଡ ମାଡ଼ କଲେ ମୁଖାପିନ୍ଧା ଦୁର୍ବୃତ୍ତ

ମୋହନା : ଆଇନଜୀବୀଙ୍କ ଉପରେ ଏସିଡ ମାଡ଼ ।  ଘରେ ବସିଥିବା ବେଳେ ଘରେ ପଶି ଏସିଡ ମାଡ଼ କରିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ । ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ହୋଇଛି ଏସିଡ ମାଡ଼ ।  ଏସିଡ ମାଡ଼ର ଶିକାର ହେଲା ପରେ ରାମାରାଓଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ପରେ ପାରଳାଖେମୁଣ୍ଡି […] The post ଆଇନଜୀବୀଙ୍କ ଉପରେ ଏସିଡ ମାଡ଼, ଘରେ ପଶି ଏସିଡ ମାଡ଼ କଲେ ମୁଖାପିନ୍ଧା ଦୁର୍ବୃତ୍ତ appeared first on KNews Odisha.

ଆଇନଜୀବୀଙ୍କ ଉପରେ ଏସିଡ ମାଡ଼, ଘରେ ପଶି ଏସିଡ ମାଡ଼ କଲେ ମୁଖାପିନ୍ଧା ଦୁର୍ବୃତ୍ତ
Acid

ମୋହନା : ଆଇନଜୀବୀଙ୍କ ଉପରେ ଏସିଡ ମାଡ଼ ।  ଘରେ ବସିଥିବା ବେଳେ ଘରେ ପଶି ଏସିଡ ମାଡ଼ କରିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ । ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ହୋଇଛି ଏସିଡ ମାଡ଼ ।  ଏସିଡ ମାଡ଼ର ଶିକାର ହେଲା ପରେ ରାମାରାଓଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ପରେ ପାରଳାଖେମୁଣ୍ଡି ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଛି ।  ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।

 

The post ଆଇନଜୀବୀଙ୍କ ଉପରେ ଏସିଡ ମାଡ଼, ଘରେ ପଶି ଏସିଡ ମାଡ଼ କଲେ ମୁଖାପିନ୍ଧା ଦୁର୍ବୃତ୍ତ appeared first on KNews Odisha.