ଆଇପିଏଲ୍‌ ପୂର୍ବରୁ ଏହି କ୍ରିକେଟରଙ୍କୁ ଦଳରୁ ବାହାର କଲା ପଞ୍ଜାବ କିଙ୍ଗ୍ସ, ମାରିଛନ୍ତି ୬୭ ଶତକ

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୪ରେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ପଞ୍ଜାବ କିଙ୍ଗ୍ସ। ତଦନୁଯାୟୀ ଜଣେ ବରିଷ୍ଠ ଖେଳାଳିଙ୍କୁ ଦଳ ବାହାର କରିଦେଇଛି। ସେ ହେଲେ ଓ୍ବାସିମ୍‌ ଜାଫର। ସେ ପଞ୍ଜାବ ଟିମ୍‌ର ବ୍ୟାଟିଂ ପରାମର୍ଶଦାତା ଥିଲେ। ଏବେ ସେ ଆଉ ଏହି ଦାୟିତ୍ୱ ତୁଲାଇବେ ନାହିଁ। ଜାଫର୍‌ ରଣଜୀ ଟ୍ରଫିରେ ସର୍ବାଧିକ ରନ୍‌ ସ୍କୋରର୍‌ ଅଟନ୍ତି। ସେ ୫୭ ଶତକ ଏବଂ ଲିଷ୍ଟ ଏ କ୍ରିକେଟରେ ୧୦ ଶତକ ରହିଛି। ଏବେ ସେ […] The post ଆଇପିଏଲ୍‌ ପୂର୍ବରୁ ଏହି କ୍ରିକେଟରଙ୍କୁ ଦଳରୁ ବାହାର କଲା ପଞ୍ଜାବ କିଙ୍ଗ୍ସ, ମାରିଛନ୍ତି ୬୭ ଶତକ appeared first on Dharitri Odia News.

ଆଇପିଏଲ୍‌ ପୂର୍ବରୁ ଏହି କ୍ରିକେଟରଙ୍କୁ ଦଳରୁ ବାହାର କଲା ପଞ୍ଜାବ କିଙ୍ଗ୍ସ, ମାରିଛନ୍ତି ୬୭ ଶତକ

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୪ରେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ପଞ୍ଜାବ କିଙ୍ଗ୍ସ। ତଦନୁଯାୟୀ ଜଣେ ବରିଷ୍ଠ ଖେଳାଳିଙ୍କୁ ଦଳ ବାହାର କରିଦେଇଛି। ସେ ହେଲେ ଓ୍ବାସିମ୍‌ ଜାଫର। ସେ ପଞ୍ଜାବ ଟିମ୍‌ର ବ୍ୟାଟିଂ ପରାମର୍ଶଦାତା ଥିଲେ। ଏବେ ସେ ଆଉ ଏହି ଦାୟିତ୍ୱ ତୁଲାଇବେ ନାହିଁ।

बात हो रही है वसीम जाफर की, जो अब पंजाब किंग्स से अलग हो गए हैं. वसीम जाफर पंजाब किंग्स के बल्लेबाजी कंसलटेंट थे और अब ये जिम्मेदारी उनके पास नहीं रही. (PC-जाफर इंस्टाग्राम)

ଜାଫର୍‌ ରଣଜୀ ଟ୍ରଫିରେ ସର୍ବାଧିକ ରନ୍‌ ସ୍କୋରର୍‌ ଅଟନ୍ତି। ସେ ୫୭ ଶତକ ଏବଂ ଲିଷ୍ଟ ଏ କ୍ରିକେଟରେ ୧୦ ଶତକ ରହିଛି। ଏବେ ସେ ବାଦ୍‌ ପଡ଼ିବା ପରେ ଦଳର ନିର୍ଦ୍ଦେଶକ ସଞ୍ଜୟ ବାଙ୍ଗର ବ୍ୟାଟିଂ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ। ଏହାପୂର୍ବରୁ ସେ ଆର୍‌ସିବି ଏବଂ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ୍‌ ମଧ୍ୟ ରହି ଆସିଛନ୍ତି।

वसीम जाफर की बात करें तो वो रणजी ट्रॉफी में सबसे ज्यादा रन बनाने वाले खिलाड़ी हैं. उन्होंने रणजी ट्रॉफी में 57 और लिस्ट ए क्रिकेट में 10 शतक ठोके हैं.(PC-जाफर इंस्टाग्राम)

ଗତ ସିଜନରେ ପଞ୍ଜାବର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଭଲ ଆରମ୍ଭ ସତ୍ତ୍ୱେ ଦଳ ୧୪ରୁ ୬ ମ୍ୟାଚ୍‌ରେ ବିଜେତା ହୋଇଥିଲା। ଫଳସ୍ବରୂପ ଦଳ ପ୍ଲେ ଅଫ୍‌ରେ ମଧ୍ୟ ପହଞ୍ଚି ପାରି ନ ଥିଲା।

The post ଆଇପିଏଲ୍‌ ପୂର୍ବରୁ ଏହି କ୍ରିକେଟରଙ୍କୁ ଦଳରୁ ବାହାର କଲା ପଞ୍ଜାବ କିଙ୍ଗ୍ସ, ମାରିଛନ୍ତି ୬୭ ଶତକ appeared first on Dharitri Odia News.