ଆଇପିଏଲ୍ରେ ପରାଜୟ ପରେ କେମିତି ଅଛନ୍ତି ଜାଡେଜା, ପତ୍ନୀ ରିବାବା ସେୟାର କଲେ ଫଟୋ
ବେଙ୍ଗାଲୁରୁ ୨୦/୦୫: ଆଇପିଏଲ୍ ପ୍ଲେ ଅଫ୍ରୁ ବାଦ୍ ପଡିଛି ଚେନ୍ନାଇ । ଆଉ ପରାଜୟ ପରେ ବେଶ୍ ଭାଙ୍ଗିପଡିଛନ୍ତି ଥାଲା ଓ ଥାଲାପଥୀ । ଆଜ୍ଞା ହଁ ଆମେ କହୁଛୁ ଧୋନୀ ଓ ଜାଡେଜାଙ୍କ କଥା । ଏହି ଦୁଇ ଖେଳାଳିଙ୍କ ସ୍ୱପ୍ନ ଭାଙ୍ଗିଛି । ମ୍ୟାଚ୍ ୧୮ ମେ ବେଙ୍ଗାଲୁରୁରେ ଖେଳାଯାଇଥିଲା । କ୍ଲାଲିଫାୟାର ମ୍ୟାଚ୍ରେ ଶେଷ ଓଭରରେ ୧୭ ରନ୍ ଦରକାର ଥିଲା । କିନ୍ତୁ ମୈଦାନରେ ଥିବା ଧୋନୀ-ଜାଡେଜା କରିପାରିନଥିଲେ । ଶେଷ ୨ ବଲରେ ୧୦ ରନ୍ ଦରକାର ଥିଲା । ଏହାକୁ ଜାଡେଜା ଗୋଟିଏ ରନ୍ କରିପାରିନଥିଲେ । ଫଳରେ ସବୁଠୁ ଅଧିକ ନିରାଶ ହୋଇପଡିଥିଲେ ଜାଡେଜା । ଆଉ ତାଙ୍କୁ ଲାଗିଥିଲା ସରକାର । ଏହାରି ଭିତରେ ପତ୍ନୀ ରିବାବା ଇନଷ୍ଟାରେ ସେୟାର କରିଥିଲେ ଫଟୋ । View this post on InstagramA post shared by Rivaba Jadeja (@rivabajadeja)ମ୍ୟାଚ୍ ପରେ ରୁମ୍କୁ ଆସିବା ପରେ ଜାଡେଜାଙ୍କ ଅବସ୍ଥା କୋମିତି ଥିଲେ ସେ ଜଣେଇଛନ୍ତି । ରିବାବା ଏହି ଫଟୋରେ କ୍ୟାପସନରେ ଲେଖିଥିଲେ ତାଙ୍କ ମାଇଣ୍ଡ ଡାଏଭଟ କରିବାକୁ ଚେଷ୍ଟା କରୁଛି । କହିବାକୁ ଗଲେ ମ୍ୟାଚ୍ ହାରିବା ପରେ ଏବେବି ଦୁଃଖରେ ଜଦ୍ଦୁ । ତେବେ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି ପତ୍ନୀ ରିବାବା ।
ବେଙ୍ଗାଲୁରୁ ୨୦/୦୫: ଆଇପିଏଲ୍ ପ୍ଲେ ଅଫ୍ରୁ ବାଦ୍ ପଡିଛି ଚେନ୍ନାଇ । ଆଉ ପରାଜୟ ପରେ ବେଶ୍ ଭାଙ୍ଗିପଡିଛନ୍ତି ଥାଲା ଓ ଥାଲାପଥୀ । ଆଜ୍ଞା ହଁ ଆମେ କହୁଛୁ ଧୋନୀ ଓ ଜାଡେଜାଙ୍କ କଥା । ଏହି ଦୁଇ ଖେଳାଳିଙ୍କ ସ୍ୱପ୍ନ ଭାଙ୍ଗିଛି ।
ମ୍ୟାଚ୍ ୧୮ ମେ ବେଙ୍ଗାଲୁରୁରେ ଖେଳାଯାଇଥିଲା । କ୍ଲାଲିଫାୟାର ମ୍ୟାଚ୍ରେ ଶେଷ ଓଭରରେ ୧୭ ରନ୍ ଦରକାର ଥିଲା । କିନ୍ତୁ ମୈଦାନରେ ଥିବା ଧୋନୀ-ଜାଡେଜା କରିପାରିନଥିଲେ । ଶେଷ ୨ ବଲରେ ୧୦ ରନ୍ ଦରକାର ଥିଲା । ଏହାକୁ ଜାଡେଜା ଗୋଟିଏ ରନ୍ କରିପାରିନଥିଲେ । ଫଳରେ ସବୁଠୁ ଅଧିକ ନିରାଶ ହୋଇପଡିଥିଲେ ଜାଡେଜା । ଆଉ ତାଙ୍କୁ ଲାଗିଥିଲା ସରକାର । ଏହାରି ଭିତରେ ପତ୍ନୀ ରିବାବା ଇନଷ୍ଟାରେ ସେୟାର କରିଥିଲେ ଫଟୋ ।
ମ୍ୟାଚ୍ ପରେ ରୁମ୍କୁ ଆସିବା ପରେ ଜାଡେଜାଙ୍କ ଅବସ୍ଥା କୋମିତି ଥିଲେ ସେ ଜଣେଇଛନ୍ତି । ରିବାବା ଏହି ଫଟୋରେ କ୍ୟାପସନରେ ଲେଖିଥିଲେ ତାଙ୍କ ମାଇଣ୍ଡ ଡାଏଭଟ କରିବାକୁ ଚେଷ୍ଟା କରୁଛି । କହିବାକୁ ଗଲେ ମ୍ୟାଚ୍ ହାରିବା ପରେ ଏବେବି ଦୁଃଖରେ ଜଦ୍ଦୁ । ତେବେ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି ପତ୍ନୀ ରିବାବା ।