ଆଇସିୟୁରେ ବିଧାୟକ

ଭୋଗରାଇ,୧୯।୨: ବାଲେଶ୍ୱର ଜିଲା ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଲାଗି ୮୩ ବର୍ଷୀୟ ଦାସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ହେଲା ତାଙ୍କର ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥିଲା। ପରିବାର ଲୋକେ ତାଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନତାଙ୍କର ଆଇସିୟୁରେ ଚାଲିଛି ଚିକିତ୍ସା ଚାଲିଛି। ସୂଚନା ଯୋଗ୍ୟ, ଏହା ପୂର୍ବରୁ ସେ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସେ ହସ୍ପିଟାଲରୁ […] The post ଆଇସିୟୁରେ ବିଧାୟକ appeared first on Dharitri Odia News.

ଆଇସିୟୁରେ ବିଧାୟକ

ଭୋଗରାଇ,୧୯।୨: ବାଲେଶ୍ୱର ଜିଲା ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଲାଗି ୮୩ ବର୍ଷୀୟ ଦାସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ହେଲା ତାଙ୍କର ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥିଲା। ପରିବାର ଲୋକେ ତାଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନତାଙ୍କର ଆଇସିୟୁରେ ଚାଲିଛି ଚିକିତ୍ସା ଚାଲିଛି।
ସୂଚନା ଯୋଗ୍ୟ, ଏହା ପୂର୍ବରୁ ସେ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସେ ହସ୍ପିଟାଲରୁ ଡିସଚାର୍ଡ ହୋଇଥିଲେ ।

The post ଆଇସିୟୁରେ ବିଧାୟକ appeared first on Dharitri Odia News.