୨୦୨୪ରେ ରାଜଧାନୀରେ ଘଟିଛି ୬୬ ହତ୍ୟାକାଣ୍ଡ
ଭୁବନେଶ୍ୱର,୧ା୧: କମିଶନରେଟ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ ବୁଧବାର ସାମ୍ନାକୁ ଆସିଛି। ୨୦୨୩ରେ ଭୁବନେଶ୍ୱର ୟୁପିଡିରେ ୧୧ ହଜାର ୯୭୫ ମାମଲା ରୁଜୁ ହୋଇଥିବାବେଳେ ୨୦୨୪ରେ ୧୪ ହଜାର ୪୧୬ ମାମଲା ରୁଜୁ ହୋଇଛି। ଭୁବନେଶ୍ୱରରେ ୨୦୨୩ରେ ୫୨ ମର୍ଡର, ୨୦୨୪ରେ ୬୬ ମର୍ଡର। କଟକ ୟୁପିଡିରେ ୨୦୨୩ରେ ୭୪୩୫ ଓ ୨୦୨୪ରେ ୭୨୨୧ ମାମଲା ରୁଜୁ ହୋଇଛି। କଟକ ୟୁପିରେ ୨୦୨୩ରେ ୨୬ ମର୍ଡର, ୨୦୨୪ରେ ୨୩ ମର୍ଡର। ଟ୍ବିନ୍ ସିଟିରେ ୨୦୨୩ରେ ୭୮ ଓ […] The post ୨୦୨୪ରେ ରାଜଧାନୀରେ ଘଟିଛି ୬୬ ହତ୍ୟାକାଣ୍ଡ appeared first on Dharitri Odia News.
ଭୁବନେଶ୍ୱର,୧ା୧: କମିଶନରେଟ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ ବୁଧବାର ସାମ୍ନାକୁ ଆସିଛି। ୨୦୨୩ରେ ଭୁବନେଶ୍ୱର ୟୁପିଡିରେ ୧୧ ହଜାର ୯୭୫ ମାମଲା ରୁଜୁ ହୋଇଥିବାବେଳେ ୨୦୨୪ରେ ୧୪ ହଜାର ୪୧୬ ମାମଲା ରୁଜୁ ହୋଇଛି। ଭୁବନେଶ୍ୱରରେ ୨୦୨୩ରେ ୫୨ ମର୍ଡର, ୨୦୨୪ରେ ୬୬ ମର୍ଡର। କଟକ ୟୁପିଡିରେ ୨୦୨୩ରେ ୭୪୩୫ ଓ ୨୦୨୪ରେ ୭୨୨୧ ମାମଲା ରୁଜୁ ହୋଇଛି। କଟକ ୟୁପିରେ ୨୦୨୩ରେ ୨୬ ମର୍ଡର, ୨୦୨୪ରେ ୨୩ ମର୍ଡର। ଟ୍ବିନ୍ ସିଟିରେ ୨୦୨୩ରେ ୭୮ ଓ ୨୦୨୪ରେ ୮୯ ମର୍ଡର ହୋଇଛି। ସେହିପରି ଟ୍ବିନ୍ସିଟିରେ ୨୦୨୩ରେ ୧୯,୪୧୦ ଓ ୨୦୨୪ରେ ୨୧,୬୧୩ ମାମଲା ରୁଜୁ ହୋଇଛି।
The post ୨୦୨୪ରେ ରାଜଧାନୀରେ ଘଟିଛି ୬୬ ହତ୍ୟାକାଣ୍ଡ appeared first on Dharitri Odia News.