ଆଉ ଖୋଲିବନି ନୂଆ ମଦ ଦୋକାନ, ଚୋରା ମଦ ବିକ୍ରି ଉପରେ ଲାଗିବ ରୋକ୍ : ଆଇନ ମନ୍ତ୍ରୀ

ଭୁବନେଶ୍ବର ୮।୮: ଆଉ ଖୋଲିବନି ନୂଆ ମଦ ଦୋକାନ । ଚୋରା ମଦ ବିକ୍ରି ଉପରେ ଲାଗିବ ରୋକ୍ । ନୂଆ ମଦ ଦୋକାନ ସୃଷ୍ଟି ହେବ ନାହିଁ, ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।ଯେଉଁ ମଦ ନୀତି ଥିଲା ତାକୁ ସାବଲୀଳ କରିବା ପାଇଁ ନୂଆ ମଦ ଦୋକାନ ସୃଷ୍ଟି ହେବ ନାହିଁ । ଚୋରା ମଦ ବିକ୍ରି ରୋକିବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା । ତାକୁ ଆମେ ରୋକିବା ପାଇଁ ଆମୂଳ ଚୂଳ ଚେଷ୍ଟା କରୁଛୁ । ଆସନ୍ତା ବର୍ଷ ଏକ୍ସସାଇଜ୍ ପଲିସି ହେଲେ ସେଥିରେ ବହୁତ ପରିବର୍ତ୍ତନ ହେବ । ଆଶା କରୁଛୁ ଆସନ୍ତା ବର୍ଷ ନୂଆ ପଲିସି ହେବା ପରେ ଚୋରା ମଦ ବନ୍ଦ ହେବ । ନୂଆ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।You Can Read:ଦୂର ହେବ ଆଳୁ ସମସ୍ୟା, ଦିନେ ଦୁଇ ଦିନ ଭିତରେ ସ୍ବାଭାବିକ ହେବ ସ୍ଥିତି : ଯୋଗାଣ ମନ୍ତ୍ରୀ

ଆଉ ଖୋଲିବନି ନୂଆ ମଦ ଦୋକାନ, ଚୋରା ମଦ ବିକ୍ରି ଉପରେ ଲାଗିବ ରୋକ୍ : ଆଇନ ମନ୍ତ୍ରୀ

ଭୁବନେଶ୍ବର ୮।୮: ଆଉ ଖୋଲିବନି ନୂଆ ମଦ ଦୋକାନ । ଚୋରା ମଦ ବିକ୍ରି ଉପରେ ଲାଗିବ ରୋକ୍ । ନୂଆ ମଦ ଦୋକାନ ସୃଷ୍ଟି ହେବ ନାହିଁ, ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଯେଉଁ ମଦ ନୀତି ଥିଲା ତାକୁ ସାବଲୀଳ କରିବା ପାଇଁ ନୂଆ ମଦ ଦୋକାନ ସୃଷ୍ଟି ହେବ ନାହିଁ । ଚୋରା ମଦ ବିକ୍ରି ରୋକିବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା । ତାକୁ ଆମେ ରୋକିବା ପାଇଁ ଆମୂଳ ଚୂଳ ଚେଷ୍ଟା କରୁଛୁ । ଆସନ୍ତା ବର୍ଷ ଏକ୍ସସାଇଜ୍ ପଲିସି ହେଲେ ସେଥିରେ ବହୁତ ପରିବର୍ତ୍ତନ ହେବ । ଆଶା କରୁଛୁ ଆସନ୍ତା ବର୍ଷ ନୂଆ ପଲିସି ହେବା ପରେ ଚୋରା ମଦ ବନ୍ଦ ହେବ । ନୂଆ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

You Can Read:

ଦୂର ହେବ ଆଳୁ ସମସ୍ୟା, ଦିନେ ଦୁଇ ଦିନ ଭିତରେ ସ୍ବାଭାବିକ ହେବ ସ୍ଥିତି : ଯୋଗାଣ ମନ୍ତ୍ରୀ