ଆଉ ଦ୍ରୃତ ଗତିରେ ଚାଲିପାରିବନି ମୋ ବସ୍
ଭୁବନେଶ୍ବର : ମୋ ବସ ସ୍ପିଡରେ ଲାଗିଲା ବ୍ରେକ୍। ଏଣିକି ଦୃତ ଗତିରେ ଚଳାଇ ହେବନି ମୋ ବସ୍। ବେପରୁଆ... The post ଆଉ ଦ୍ରୃତ ଗତିରେ ଚାଲିପାରିବନି ମୋ ବସ୍ appeared first on .
ଭୁବନେଶ୍ବର : ମୋ ବସ ସ୍ପିଡରେ ଲାଗିଲା ବ୍ରେକ୍। ଏଣିକି ଦୃତ ଗତିରେ ଚଳାଇ ହେବନି ମୋ ବସ୍। ବେପରୁଆ ଗାଡ଼ି ଚଳାଉଥିବା ମୋ ବସ ଡ୍ରାଇଭରଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଣିକି ମୋ ବସରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ସହର ଭିତରେ ୪୦ କିମି ରହିବ ଗାଡିର ବେଗ । ସହର ବାହାରକୁ ଗଲେ ୫୦ କିମି ରହିବ ଗାଡ଼ିର ବେଗ। ଡ୍ରାଇଭର ନିଶାପାନ କରିଛନ୍ତି କି ନାହିଁ ଗାଡ଼ିରେ ଚଢିବା ପୂର୍ବରୁ ଚେକିଂ ହେବ। ଏପରିକି ମଝିରେ ମଝିରେ ଯାଞ୍ଚ ହେବ। ବେପରୁଆ ଗାଡ଼ି ଚଲାଇଲେ ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
The post ଆଉ ଦ୍ରୃତ ଗତିରେ ଚାଲିପାରିବନି ମୋ ବସ୍ appeared first on .