ଆକାଶ ମାର୍ଗରୁ ୱାୟନାଡର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ମୋଦି

ୱାୟନାଡ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳରେ ପହଞ୍ଚି ଆକାଶମାର୍ଗରୁ ୱାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ଚିତ୍ର ଦେଖିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ମୋଦି ଭୂସ୍ଖଳନର ଉତ୍ପତିସ୍ଥଳ ଦେଖିବା ସହ ୱାୟନାଡର ସ୍ଥିତି ପରଖିଛନ୍ତି। ଯେଉଁ ଇରୁଭାଝିଞ୍ଜି ପୂଝା ନଦୀରେ ଅଧିକ ପାଣି ଆସିବାରୁ ଭୂସ୍ଖଳନ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ଏକ ସ୍ବତନ୍ତ୍ର ବିମାନରେ ପ୍ରାକୃତିକ ବିପର୍ଯ୍ୟୟର ଚିତ୍ର ଦେଖିଛନ୍ତି। ତାଙ୍କ ସହ କେନ୍ଦ୍ର […] The post ଆକାଶ ମାର୍ଗରୁ ୱାୟନାଡର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ଆକାଶ ମାର୍ଗରୁ ୱାୟନାଡର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ମୋଦି

ୱାୟନାଡ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳରେ ପହଞ୍ଚି ଆକାଶମାର୍ଗରୁ ୱାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ଚିତ୍ର ଦେଖିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ମୋଦି ଭୂସ୍ଖଳନର ଉତ୍ପତିସ୍ଥଳ ଦେଖିବା ସହ ୱାୟନାଡର ସ୍ଥିତି ପରଖିଛନ୍ତି। ଯେଉଁ ଇରୁଭାଝିଞ୍ଜି ପୂଝା ନଦୀରେ ଅଧିକ ପାଣି ଆସିବାରୁ ଭୂସ୍ଖଳନ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ଏକ ସ୍ବତନ୍ତ୍ର ବିମାନରେ ପ୍ରାକୃତିକ ବିପର୍ଯ୍ୟୟର ଚିତ୍ର ଦେଖିଛନ୍ତି। ତାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପର୍ଯ୍ୟଟନ ମନ୍ତ୍ରୀ ସୁରେଶ ଗୋପୀ ମଧ୍ୟ ଉପସ୍ଥିତ ଥିଲେ।

The post ଆକାଶ ମାର୍ଗରୁ ୱାୟନାଡର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.