ଆକ୍ସନ ମୋଡ଼ରେ ନୂଆ ସରକାର, ବସ୍‌ରେ ବୁଲି ସ୍ଥିତି ପରଖିଲେ ମନ୍ତ୍ରୀ

ଭୁବନେଶ୍ୱର ୦୩।୦୬ : ଆକ୍ସନ ମୋଡରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମୋ ବସରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଯାତ୍ରା କରିଛନ୍ତି। ଅବସରରେ  ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତିଖବର ଅନୁଯାୟୀ, ଭୁବନେଶ୍ୱରରେ ମୋ ବସରେ ବସି ସମୀକ୍ଷା ପାଇଁ ବାହାରିଛନ୍ତି ନୂଆ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଯାତ୍ରୀଙ୍କ ପରାମର୍ଶ ନେବା ସହ  ମୋ ବସ୍‌ ସେବାର ଗୁଣବତ୍ତା , ଯାତ୍ରୀଙ୍କ ସୁରକ୍ଷା ସହ ବିଭିନ୍ନ ଦିଗ ଉପରେ ଯାତ୍ରୀଙ୍କ ସହ ଅଲୋଚନା କରିଛନ୍ତି। ଏହାସହ ଗାଡ଼କଣ ସ୍ଥିତ ମୋ ବସ୍‌ର ଡିପୋରେ ଯାତ୍ରୀଙ୍କୁ କିପରି ଉନ୍ନତମାନର ସେବା  ମିଳିବ । ସେନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। 

ଆକ୍ସନ ମୋଡ଼ରେ ନୂଆ ସରକାର, ବସ୍‌ରେ ବୁଲି ସ୍ଥିତି ପରଖିଲେ ମନ୍ତ୍ରୀ

ଭୁବନେଶ୍ୱର ୦୩।୦୬ : ଆକ୍ସନ ମୋଡରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମୋ ବସରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଯାତ୍ରା କରିଛନ୍ତି। ଅବସରରେ  ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି

ଖବର ଅନୁଯାୟୀ, ଭୁବନେଶ୍ୱରରେ ମୋ ବସରେ ବସି ସମୀକ୍ଷା ପାଇଁ ବାହାରିଛନ୍ତି ନୂଆ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଯାତ୍ରୀଙ୍କ ପରାମର୍ଶ ନେବା ସହ  ମୋ ବସ୍‌ ସେବାର ଗୁଣବତ୍ତା , ଯାତ୍ରୀଙ୍କ ସୁରକ୍ଷା ସହ ବିଭିନ୍ନ ଦିଗ ଉପରେ ଯାତ୍ରୀଙ୍କ ସହ ଅଲୋଚନା କରିଛନ୍ତି। ଏହାସହ ଗାଡ଼କଣ ସ୍ଥିତ ମୋ ବସ୍‌ର ଡିପୋରେ ଯାତ୍ରୀଙ୍କୁ କିପରି ଉନ୍ନତମାନର ସେବା  ମିଳିବ । ସେନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।