ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଚଢ଼ାଉ, ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଜବତ

ଜଗତସିଂହପୁର: ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଚଢ଼ାଉ। ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଜବତ ଜଣକୁ ଗିରଫ କଲା ପୋଲିସ। ସୂଚନ ଅନୁଯାୟୀ, ଜଗତସିଂହପୁର ସଦର ଥାନା ପଲ୍ଲୀ ପଞ୍ଚାୟତ ବଡ଼ ଦେଢ଼ିଲୋ ଗାଁରେ ପୋଲିସର ଚଢ଼ାଉ ହୋଇଛି। ଗାଁର ଯଯାତି ସିଂହଙ୍କ ଘରେ ହୋଇଥିବା ରେଡ୍‌ରେ ବିପୁଳ ପରିମାଣରେ ବାରୁଦ, ବାଣ ତିଆରି ସାମଗ୍ରୀ, ୫ଟି ଜୀବନ୍ତ ବୋମା, ଆଲୁମିନିୟମ ଗୁଣ୍ଡ ସହିତ ଅନ୍ୟ ବିସ୍ପୋରକ ସାମଗ୍ରୀ ଜବତ କରିଛି ସଦର ପୋଲିସ ଜବତ ହୋଇଛି। ତେବେ ଘଟଣାରେ ଜଣକୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଚଢ଼ାଉ, ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଜବତ

ଜଗତସିଂହପୁର: ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଚଢ଼ାଉ। ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଜବତ ଜଣକୁ ଗିରଫ କଲା ପୋଲିସ। 

ସୂଚନ ଅନୁଯାୟୀ, ଜଗତସିଂହପୁର ସଦର ଥାନା ପଲ୍ଲୀ ପଞ୍ଚାୟତ ବଡ଼ ଦେଢ଼ିଲୋ ଗାଁରେ ପୋଲିସର ଚଢ଼ାଉ ହୋଇଛି। ଗାଁର ଯଯାତି ସିଂହଙ୍କ ଘରେ ହୋଇଥିବା ରେଡ୍‌ରେ ବିପୁଳ ପରିମାଣରେ ବାରୁଦ, ବାଣ ତିଆରି ସାମଗ୍ରୀ, ୫ଟି ଜୀବନ୍ତ ବୋମା, ଆଲୁମିନିୟମ ଗୁଣ୍ଡ ସହିତ ଅନ୍ୟ ବିସ୍ପୋରକ ସାମଗ୍ରୀ ଜବତ କରିଛି ସଦର ପୋଲିସ ଜବତ ହୋଇଛି। ତେବେ ଘଟଣାରେ ଜଣକୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।