ଆକ୍ସନ ମୋଡରେ ମୁଖ୍ୟ ଶାସନ ସଚିବ, ମହିଳାଙ୍କ ସୁରକ୍ଷା ପାଇଁ ଡାକିଲେ ବଡ଼ ବୈଠକ

ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାପାଳଙ୍କ ସହ ୟୁନିସେଫ ଏବଂ ୟୁନଏଫବିଏର ସଦସ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ୱିମେନ୍ସ ଷ୍ଟଡି ନିର୍ଦ୍ଦେଶକା ମଧ୍ୟ ସାମିଲ ହେବେ ବୈଠକରେ । ଗତ କିଛି ଦିନହେବ ରାଜ୍ୟରେ ଥମୁନି ଲଜ୍ଜା । ବଢୁଛି ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଅତ୍ୟାଚାର । ଗତ କିଛି ଦିନ ହେବ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଦୁଷ୍କର୍ମ ହୋଉଥିବା ଅଭିଯୋଗ ହେଉଛି ।

ଆକ୍ସନ ମୋଡରେ ମୁଖ୍ୟ ଶାସନ ସଚିବ, ମହିଳାଙ୍କ ସୁରକ୍ଷା ପାଇଁ ଡାକିଲେ ବଡ଼ ବୈଠକ
Array