ଆକ୍ସନ ମୋଡ୍ରେ ଜୟ ଶାହା: ଅଷ୍ଟ୍ରେଲିଆରେ ଚାଳିଛି ବଡ଼ ଗେମ୍ ପ୍ଲାନ୍
ନୂଆଦିଲ୍ଳୀ,୧୨।୧୨: ଆଇସିସିର ନୂତନ ଚେୟାରମ୍ୟାନ ହେବା ମାତ୍ରେ ଜୟ ଶାହା କ୍ରିକେଟକୁ ବିଶ୍ୱରେ ଏକ ନୂତନ ସ୍ଥାନ ଦେବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ବ୍ରିସବେନରେ ୨୦୩୨ ଅଲିମ୍ପିକ ଆୟୋଜକ କମିଟିଙ୍କୁ ଭେଟିଛନ୍ତି। ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର ବ୍ରିସବେନରେ ଆୟୋଜିତ ହେବ ଏବଂ ଏହା ପୂର୍ବରୁ କ୍ରିକେଟ ମଧ୍ୟ ଏହି ଖେଳଗୁଡିକରେ ଅନ୍ତର୍ଭୁକ୍ତ ହେବ ବୋଲି ଘୋଷଣା ହୋଇସାରିଛି। କ୍ରିକେଟ ଖେଳ ଏହାର ୪ ବର୍ଷ ପୂର୍ବରୁ ଫେରି ଆସିଥିବ ଅର୍ଥାତ୍ ୨୦୨୮ ଲସ ଆଞ୍ଜେଲସ […] The post ଆକ୍ସନ ମୋଡ୍ରେ ଜୟ ଶାହା: ଅଷ୍ଟ୍ରେଲିଆରେ ଚାଳିଛି ବଡ଼ ଗେମ୍ ପ୍ଲାନ୍ appeared first on Dharitri Odia News.
ନୂଆଦିଲ୍ଳୀ,୧୨।୧୨: ଆଇସିସିର ନୂତନ ଚେୟାରମ୍ୟାନ ହେବା ମାତ୍ରେ ଜୟ ଶାହା କ୍ରିକେଟକୁ ବିଶ୍ୱରେ ଏକ ନୂତନ ସ୍ଥାନ ଦେବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ବ୍ରିସବେନରେ ୨୦୩୨ ଅଲିମ୍ପିକ ଆୟୋଜକ କମିଟିଙ୍କୁ ଭେଟିଛନ୍ତି। ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର ବ୍ରିସବେନରେ ଆୟୋଜିତ ହେବ ଏବଂ ଏହା ପୂର୍ବରୁ କ୍ରିକେଟ ମଧ୍ୟ ଏହି ଖେଳଗୁଡିକରେ ଅନ୍ତର୍ଭୁକ୍ତ ହେବ ବୋଲି ଘୋଷଣା ହୋଇସାରିଛି। କ୍ରିକେଟ ଖେଳ ଏହାର ୪ ବର୍ଷ ପୂର୍ବରୁ ଫେରି ଆସିଥିବ ଅର୍ଥାତ୍ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ
ବିସିସିଆଇର ପୂର୍ବତନ ସଚିବ ତଥା ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଜୟ ଶାହା ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ଶେୟାର କରିଛନ୍ତି। ଏଥିରେ ବୈଠକରେ ବସିଥିବାର ଦେଖାଯାଇଛି। ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ପ୍ରତ୍ୟାବର୍ତ୍ତନରେ ଜୟ ଶାହାଙ୍କର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି ଏବଂ ସେ ଏହି ଖେଳକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରିବେ।
Very exciting time ahead for Cricket’s involvement in the Olympics movement – a meeting with the @Brisbane_2032 organizing committee in Brisbane, Australia today.@ICC | @Olympics | @CricketAus | @BCCI | #brisbane2032 pic.twitter.com/JVyMbkCYrz
— Jay Shah (@JayShah) December 12, 2024
The post ଆକ୍ସନ ମୋଡ୍ରେ ଜୟ ଶାହା: ଅଷ୍ଟ୍ରେଲିଆରେ ଚାଳିଛି ବଡ଼ ଗେମ୍ ପ୍ଲାନ୍ appeared first on Dharitri Odia News.