ଆଖି ପିଛୁଳାକେ ଉଡୁଥିବା ପକ୍ଷୀକୁ ଝାମ୍ପି ନେଲା ମାଛ,  ଭିଡିଓ ଦେଖିଲେ…

ସମୁଦ୍ରରେ ବିଭିନ୍ନ ପ୍ରକାରର ଜୀବ ବାସ କରନ୍ତି। ଯାହାଙ୍କର ଅନେକ ସ୍ବତନ୍ତ୍ର ଗୁଣ ରହିଛି। ବର୍ତ୍ତମାନ ଟାଇଗର ଫିସ୍‌ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ   କରିଦେଉଛି। ଏହି ଭିଡିଓରେ ଟାଇଗର ଫିସ୍‌   କିପରି  ଶିକାର କରେ  ଦେଖିପାରିବେ। ଇନଷ୍ଟାଗ୍ରାମ ଆକାଉଣ୍ଟ @namibia_africaରେ ଏହି  ଭିଡିଓ ଶେୟାର କରାଯାଇଛି। ଭିଡିଓରେ ଦେଖିବାକୁ  ମିଳୁଛି  ଯେ, ସମ୍ପୂର୍ଣ୍ଣ ଶାନ୍ତ ଥିବା ଜଳ ରାଶିରୁ ହଠାତ୍‌ ଏକ ମାଛ ଉପରକୁ ଉଠି ଆଖି ପିଛୁଳାକେ ଏକ […] The post ଆଖି ପିଛୁଳାକେ ଉଡୁଥିବା ପକ୍ଷୀକୁ ଝାମ୍ପି ନେଲା ମାଛ,  ଭିଡିଓ ଦେଖିଲେ… appeared first on Dharitri Odia News.

ଆଖି ପିଛୁଳାକେ ଉଡୁଥିବା ପକ୍ଷୀକୁ ଝାମ୍ପି ନେଲା ମାଛ,  ଭିଡିଓ ଦେଖିଲେ…
ସମୁଦ୍ରରେ ବିଭିନ୍ନ ପ୍ରକାରର ଜୀବ ବାସ କରନ୍ତି। ଯାହାଙ୍କର ଅନେକ ସ୍ବତନ୍ତ୍ର ଗୁଣ ରହିଛି। ବର୍ତ୍ତମାନ ଟାଇଗର ଫିସ୍‌ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ   କରିଦେଉଛି। ଏହି ଭିଡିଓରେ ଟାଇଗର ଫିସ୍‌   କିପରି  ଶିକାର କରେ  ଦେଖିପାରିବେ।
ଇନଷ୍ଟାଗ୍ରାମ ଆକାଉଣ୍ଟ @namibia_africaରେ ଏହି  ଭିଡିଓ ଶେୟାର କରାଯାଇଛି। ଭିଡିଓରେ ଦେଖିବାକୁ  ମିଳୁଛି  ଯେ, ସମ୍ପୂର୍ଣ୍ଣ ଶାନ୍ତ ଥିବା ଜଳ ରାଶିରୁ ହଠାତ୍‌ ଏକ ମାଛ ଉପରକୁ ଉଠି ଆଖି ପିଛୁଳାକେ ଏକ ପକ୍ଷୀକୁ ଝାମ୍ପି ନେଉଛି। ଏପରି  ଶିକାର କରିବାକୁ ତାକୁ ସେକେଣ୍ଡଟିଏ ମଧ୍ୟ ଲାଗୁନାହିଁ।
ଟାଇଗର ଫିସ୍‌  ଚିତାବାଘ ଅପେକ୍ଷା ଅଧିକ  ସ୍ପିଡ୍‌ରେ ନିଜର ଶିକାର କରିଥାଏ।

 

View this post on Instagram

 

A post shared by Namibian Scenery (@namibia_africa)

The post ଆଖି ପିଛୁଳାକେ ଉଡୁଥିବା ପକ୍ଷୀକୁ ଝାମ୍ପି ନେଲା ମାଛ,  ଭିଡିଓ ଦେଖିଲେ… appeared first on Dharitri Odia News.