ଆଖି ପିଛୁଳାକେ ଯୁବକରୁ ସୁନ୍ଦରୀ ତରୁଣୀ ପାଲଟିଗଲେ, ଭିଡିଓ ଦେଖିଲେ ହେଇଯିବେ ଚକିତ  

ସୋସିଆଲ ମିଡିଆରେ କେବେ କେବେ ଚମକାଇବା ଭଳି ଦୃଶ୍ୟ ନଜରକୁ ଆସିଥାଏ, ଯାହାକୁ ଦେଖି ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ଏବେ ସେଭଳି ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ସେଥିରେ ଜଣେ ଯୁବକ କିଭଳି ମେକଅପ୍‌ ବଳରେ ଆଖି ପିଛୁଳାକେ ପୁଅରୁ ସୁନ୍ଦରୀ ଝିଅ ପାଲଟି ଯାଉଛନ୍ତି। ଏଯାବତ ଏହାକୁ ହଜାର ହଜାର ଲୋକେ ଦେଖି ସାରିଛନ୍ତି। ସେହିଭଳି ଭଳିକି ଭଳି ପ୍ରତିକ୍ରିୟା ମଧ୍ୟ ମିଳୁଛି। ଭିଡିଓ ଆରମ୍ଭରୁ ଜଣେ ଯୁବକ ନଜର ଆସୁଛନ୍ତି। […] The post ଆଖି ପିଛୁଳାକେ ଯୁବକରୁ ସୁନ୍ଦରୀ ତରୁଣୀ ପାଲଟିଗଲେ, ଭିଡିଓ ଦେଖିଲେ ହେଇଯିବେ ଚକିତ   appeared first on Dharitri Odia News.

ଆଖି ପିଛୁଳାକେ ଯୁବକରୁ ସୁନ୍ଦରୀ ତରୁଣୀ ପାଲଟିଗଲେ, ଭିଡିଓ ଦେଖିଲେ ହେଇଯିବେ ଚକିତ  
ସୋସିଆଲ ମିଡିଆରେ କେବେ କେବେ ଚମକାଇବା ଭଳି ଦୃଶ୍ୟ ନଜରକୁ ଆସିଥାଏ, ଯାହାକୁ ଦେଖି ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ଏବେ ସେଭଳି ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ସେଥିରେ ଜଣେ ଯୁବକ କିଭଳି ମେକଅପ୍‌ ବଳରେ ଆଖି ପିଛୁଳାକେ ପୁଅରୁ ସୁନ୍ଦରୀ ଝିଅ ପାଲଟି ଯାଉଛନ୍ତି। ଏଯାବତ ଏହାକୁ ହଜାର ହଜାର ଲୋକେ ଦେଖି ସାରିଛନ୍ତି। ସେହିଭଳି ଭଳିକି ଭଳି ପ୍ରତିକ୍ରିୟା ମଧ୍ୟ ମିଳୁଛି।
ଭିଡିଓ ଆରମ୍ଭରୁ ଜଣେ ଯୁବକ ନଜର ଆସୁଛନ୍ତି। ସେ ଲେହେଙ୍ଗା ପିନ୍ଧି ଖୁସି ନଜର ଆସୁଛନ୍ତି। କେଇ ସେକେଣ୍ଡରେ ହଠାତ ଏଭଳି ଦୃଶ୍ୟ ନଜର ଆସୁଛି ଯାହା ଚକିତ କରିଦେଉଛି। ମେକଅପ ବଳରେ ସେ ସୁନ୍ଦରୀ ଯୁବତୀ ପାଲଟିଥିଲେ।
ଦେଖନ୍ତୁ ଭିଡିଓ:

The post ଆଖି ପିଛୁଳାକେ ଯୁବକରୁ ସୁନ୍ଦରୀ ତରୁଣୀ ପାଲଟିଗଲେ, ଭିଡିଓ ଦେଖିଲେ ହେଇଯିବେ ଚକିତ   appeared first on Dharitri Odia News.