ଆଖି ବୁଜିଲେ ଅଭିନେତ୍ରୀ ଶେଫାଳି ଜରିୱାଲା, ‘କାଣ୍ଟା ଲଗା’ ଗାର୍ଲ୍ ନାଁରେ ଥିଲେ ଫେମସ

ସକାଳୁ ସକାଳୁ ଆସିଲା ଦୁଃଖଦ ଖବର । ମାତ୍ର ୪୨ ବର୍ଷରେ ଆଖି ବୁଜିଛନ୍ତି ‘କାଣ୍ଟା ଲଗା’ ଗାର୍ଲ୍’ ଶେଫାଳି ଜରିୱାଲା । ତାଙ୍କ ମୃତ୍ୟୁ ସମ୍ପର୍କରେ ଅନେକ ଗଣମାଧ୍ୟମ ରିପୋର୍ଟ ଦାବି ହେଉଛି । ଭାଇରାଲ୍ ଇନଷ୍ଟାଗ୍ରାମ୍ ପୋଷ୍ଟରୁ ଶେଫାଳିଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ମଧ୍ୟ ମିିଳିଛି। ଶେଫାଳି ମୁମ୍ବାଇର ଅନ୍ଧେରୀ ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିଲେ। ହଠାତ୍ ରାତି ପ୍ରାୟ ୧୧ଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ […] The post ଆଖି ବୁଜିଲେ ଅଭିନେତ୍ରୀ ଶେଫାଳି ଜରିୱାଲା, ‘କାଣ୍ଟା ଲଗା’ ଗାର୍ଲ୍ ନାଁରେ ଥିଲେ ଫେମସ appeared first on KNews Odisha.

ଆଖି ବୁଜିଲେ ଅଭିନେତ୍ରୀ ଶେଫାଳି ଜରିୱାଲା, ‘କାଣ୍ଟା ଲଗା’ ଗାର୍ଲ୍ ନାଁରେ ଥିଲେ ଫେମସ
KANTA 2

ସକାଳୁ ସକାଳୁ ଆସିଲା ଦୁଃଖଦ ଖବର । ମାତ୍ର ୪୨ ବର୍ଷରେ ଆଖି ବୁଜିଛନ୍ତି ‘କାଣ୍ଟା ଲଗା’ ଗାର୍ଲ୍’ ଶେଫାଳି ଜରିୱାଲା । ତାଙ୍କ ମୃତ୍ୟୁ ସମ୍ପର୍କରେ ଅନେକ ଗଣମାଧ୍ୟମ ରିପୋର୍ଟ ଦାବି ହେଉଛି । ଭାଇରାଲ୍ ଇନଷ୍ଟାଗ୍ରାମ୍ ପୋଷ୍ଟରୁ ଶେଫାଳିଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ମଧ୍ୟ ମିିଳିଛି। ଶେଫାଳି ମୁମ୍ବାଇର ଅନ୍ଧେରୀ ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିଲେ। ହଠାତ୍ ରାତି ପ୍ରାୟ ୧୧ଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରିଥିଲେ । ତଥାପି, ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ।

ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଶେଫାଳି ଲୋକପ୍ରିୟ ରିଆଲିଟି ଶୋ ବିଗ୍ ବସ୍ ୧୩ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ଜଣେ ମଡେଲର ଥିଲେ । ତାଙ୍କ ନୃତ୍ୟ ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିଲେ।

 

ଆହୁରି ପଢ଼ନ୍ତୁ : ଫାରାହ ଖାନ ୟୁଟ୍ୟୁବ ବ୍ଲଗସରେ ନଜର ଆସିଲେ କାଜୋଲ,ଏହି ବ୍ୟକ୍ତିଙ୍କ ଅଜବ ଶୈଳୀକୁ ଦେଖି ହସି ଉଠିଲେ ଅଭିନେତ୍ରୀ

The post ଆଖି ବୁଜିଲେ ଅଭିନେତ୍ରୀ ଶେଫାଳି ଜରିୱାଲା, ‘କାଣ୍ଟା ଲଗା’ ଗାର୍ଲ୍ ନାଁରେ ଥିଲେ ଫେମସ appeared first on KNews Odisha.