ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ
ଉଭୟ ହିନ୍ଦୀ ଏବଂ ବଙ୍ଗାଳୀ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଜଣାଶୁଣା ପ୍ରଖ୍ୟାତ ଅଭିନେତ୍ରୀ ସ୍ମୃତି ବିଶ୍ୱାସ ନାରଙ୍ଗଙ୍କ ପରଲୋକ ଘଟିଛି। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ଅଭିନେତ୍ରୀ ୧୦୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଖ୍ରୀଷ୍ଟିଆନ ରୀତିନୀତି ସହିତ ତାଙ୍କର ଅନ୍ତିମ ସଂସ୍କାର ଆଜି ସମ୍ପନ୍ନ ହୋଇଛି। ୧୯୩୦ ରୁ ୧୯୬୦ ଦଶକ ମଧ୍ୟରେ ତିନି ଦଶନ୍ଧି ଧରି ସ୍ମୃତି ନେକ ଦିଲ, ଅପରାଜିତା ଏବଂ ମର୍ଡନ ଗର୍ଲ ଭଳି ଅନେକ ସଫଳ […] The post ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ appeared first on Dharitri Odia News.
ଉଭୟ ହିନ୍ଦୀ ଏବଂ ବଙ୍ଗାଳୀ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଜଣାଶୁଣା ପ୍ରଖ୍ୟାତ ଅଭିନେତ୍ରୀ ସ୍ମୃତି ବିଶ୍ୱାସ ନାରଙ୍ଗଙ୍କ ପରଲୋକ ଘଟିଛି। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ଅଭିନେତ୍ରୀ ୧୦୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଖ୍ରୀଷ୍ଟିଆନ ରୀତିନୀତି ସହିତ ତାଙ୍କର ଅନ୍ତିମ ସଂସ୍କାର ଆଜି ସମ୍ପନ୍ନ ହୋଇଛି।
୧୯୩୦ ରୁ ୧୯୬୦ ଦଶକ ମଧ୍ୟରେ ତିନି ଦଶନ୍ଧି ଧରି ସ୍ମୃତି ନେକ ଦିଲ, ଅପରାଜିତା ଏବଂ ମର୍ଡନ ଗର୍ଲ ଭଳି ଅନେକ ସଫଳ ଫିଲ୍ମରେ ଅଭିନୟ କରିଥିଲେ। ସ୍ମୃତି ୧୦ ବର୍ଷ ବୟସରେ ବଙ୍ଗଳା ଫିଲ୍ମ ସନ୍ଧ୍ୟାରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ
The post ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ appeared first on Dharitri Odia News.