‘ଆଖିରୁ ରକ୍ତ ବାହାରୁଥିଲା’
‘ଆଖିରୁ ରକ୍ତ ବାହାରୁଥିଲା’ ମହାଦୀପ ଧରି ଲିଙ୍ଗରାଜ ମନ୍ଦିରରେ ଚଢିବା ବେଳେ ଅଘଟଣ । ସେବାୟତଙ୍କ ଆଖିରୁ ରକ୍ତ ବାହାରୁଥିଲା କହିଲେ ପ୍ରତ୍ୟକ୍ଷଦର୍ଶୀ । ସେପଟେ ସେବାୟତଙ୍କ ଚିକିତ୍ସା କରାଯାଉଥିବା କହିଲେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ।
‘ଆଖିରୁ ରକ୍ତ ବାହାରୁଥିଲା’
ମହାଦୀପ ଧରି ଲିଙ୍ଗରାଜ ମନ୍ଦିରରେ ଚଢିବା ବେଳେ ଅଘଟଣ । ସେବାୟତଙ୍କ ଆଖିରୁ ରକ୍ତ ବାହାରୁଥିଲା କହିଲେ ପ୍ରତ୍ୟକ୍ଷଦର୍ଶୀ । ସେପଟେ ସେବାୟତଙ୍କ ଚିକିତ୍ସା କରାଯାଉଥିବା କହିଲେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ।