ଆଗରେ ଅଛନ୍ତି ରାଜନାଥ

ଲକ୍ଷ୍ନୌ,୪।୬: ଲୋକ ସଭା ନିର୍ବାଚନର କିଛି ଆସନରେ ଭାଜପା ଆଗରେ ଥିବା ବେଳେ କେତେଜଣ ହେଭିଓ୍ବେଟଙ୍କ ସ୍ଥିତି ଏବେ ବି ଟଳମଳ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌ ନିର୍ବାଚନ ମଣ୍ଡଳିରୁ ପ୍ରତିଯୋଗୀତା କରୁଥିବା ବେଳେ ଏବେ ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦୀଙ୍କଠାରୁ ଆଗରେ ରହିଛନ୍ତି। ରାଜନାଥ ସମାଜବାଦୀ ପାର୍ଟିର ରବିଦାସ ମେହେରୋତ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି। The post ଆଗରେ ଅଛନ୍ତି ରାଜନାଥ appeared first on Dharitri Odia News.

ଆଗରେ ଅଛନ୍ତି ରାଜନାଥ

ଲକ୍ଷ୍ନୌ,୪।୬: ଲୋକ ସଭା ନିର୍ବାଚନର କିଛି ଆସନରେ ଭାଜପା ଆଗରେ ଥିବା ବେଳେ କେତେଜଣ ହେଭିଓ୍ବେଟଙ୍କ ସ୍ଥିତି ଏବେ ବି ଟଳମଳ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌ ନିର୍ବାଚନ ମଣ୍ଡଳିରୁ ପ୍ରତିଯୋଗୀତା କରୁଥିବା ବେଳେ ଏବେ ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦୀଙ୍କଠାରୁ ଆଗରେ ରହିଛନ୍ତି। ରାଜନାଥ ସମାଜବାଦୀ ପାର୍ଟିର ରବିଦାସ ମେହେରୋତ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି।

The post ଆଗରେ ଅଛନ୍ତି ରାଜନାଥ appeared first on Dharitri Odia News.