ଆଗାମୀ ନିର୍ବାଚନରେ ବଡ଼ ପରାଜୟ ସାମ୍ନା କରିବେ ଋଷି ସୁନକ! ଓପିନିୟନ୍ ପୋଲ୍ର ପୂର୍ବାନୁମାନ
ନୂଆଦିଲ୍ଲୀ, ୧୬।୬: ବ୍ରିଟେନରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ନିର୍ବାଚନରେ ବଡ଼ ପରାଜୟର ସମ୍ମୁଖୀନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ। ଶନିବାର ପ୍ରକାଶ ପାଇଥିବା ତିନି ଓପିନିୟନ ପୋଲର ପୂର୍ବାନୁମାନ ଅନୁଯାୟୀ ଆଗାମୀ ନିର୍ବାଚନରେ ସୁନକଙ୍କ ଦଳ କନ୍ଜର୍ଭେଟିଭ୍ ପାର୍ଟି ଜୁଲାଇ ୪ରେ ହେବାକୁ ଥିବା ନିର୍ବାଚନରେ ବଡ ପରାଜୟର ସାମ୍ନା କରିବ। ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଥିବା ମତଦାନ ପାଇଁ ନିକଟରେ ଦୁଇ ଦଳ କନ୍ଜର୍ଭେଟିଭ୍ ପାର୍ଟି ଏବଂ ଲେବର ପାର୍ଟି ସେମାନଙ୍କର […] The post ଆଗାମୀ ନିର୍ବାଚନରେ ବଡ଼ ପରାଜୟ ସାମ୍ନା କରିବେ ଋଷି ସୁନକ! ଓପିନିୟନ୍ ପୋଲ୍ର ପୂର୍ବାନୁମାନ appeared first on Dharitri Odia News.
ନୂଆଦିଲ୍ଲୀ, ୧୬।୬: ବ୍ରିଟେନରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ନିର୍ବାଚନରେ ବଡ଼ ପରାଜୟର ସମ୍ମୁଖୀନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ। ଶନିବାର ପ୍ରକାଶ ପାଇଥିବା ତିନି ଓପିନିୟନ ପୋଲର ପୂର୍ବାନୁମାନ ଅନୁଯାୟୀ ଆଗାମୀ ନିର୍ବାଚନରେ ସୁନକଙ୍କ ଦଳ କନ୍ଜର୍ଭେଟିଭ୍ ପାର୍ଟି ଜୁଲାଇ ୪ରେ ହେବାକୁ ଥିବା ନିର୍ବାଚନରେ ବଡ ପରାଜୟର ସାମ୍ନା କରିବ।
ସନ୍ଡେ ଟାଇମ୍ସ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟ ଅନୁଯାୟୀ ଯେ କନ୍ଜର୍ଭେଟିଭ୍ ପାର୍ଟି ୬୫୦ ସଦସ୍ୟ ବିଶିଷ୍ଟ ହାଉସ ଅଫ୍ କମନ୍ସରେ ମାତ୍ର ୭୨ ଟି ସିଟ୍ ସହ ଏହାର ନିର୍ବାଚନୀ ଯାତ୍ରା ଶେଷ କରିପାରେ। ଯାହା ସେମାନଙ୍କର ପ୍ରାୟ ୨୦୦ ବର୍ଷ ଇତିହାସରେ ସର୍ବନିମ୍ନ। ଅପରପକ୍ଷେ ଲେବର ପାର୍ଟି ୪୫୬ ଟି ସିଟ୍ ଜିତିପାରେ। ମେ ୩୧ ରୁ ଜୁନ୍ ୧୩ ପର୍ୟ୍ୟନ୍ତ ଏହି ସର୍ଭେ କରାଯାଇଥିଲା।
The post ଆଗାମୀ ନିର୍ବାଚନରେ ବଡ଼ ପରାଜୟ ସାମ୍ନା କରିବେ ଋଷି ସୁନକ! ଓପିନିୟନ୍ ପୋଲ୍ର ପୂର୍ବାନୁମାନ appeared first on Dharitri Odia News.