ଆଜି ଆର୍ଥ ଆଓ୍ୱାର, ଗୋଟିଏ ଘଣ୍ଟା ଅନ୍ଧାରରେ ରହିବ ବିଶ୍ୱ

ଭୁବନେଶ୍ୱର ୨୩/୦୩: ଆଜି ୱାର୍ଲ୍ଡ ଆର୍ଥ ଆୱାର । ପୃଥିବୀର ସୁରକ୍ଷା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ୱାର୍ଲ୍ଡ ଆର୍ଥ ଆୱାର ଭାବେ ପାଳନ କରାଯାଏ । ଏହି ଦିନ ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଲାଇଟ୍ର ସୁଇଚ୍ ଅଫ୍ କରିଥାନ୍ତି । ନିଜ ଘରେ, ଅଫିସ୍‌ରେ ଜଳୁଥିବା ଅନାବଶ୍ୟକ ଲାଇଟ୍‌କୁ ଅଫ୍ କରାଯାଇଥାଏ । ଏହା ହେଉଛି ଆର୍ଥ ଆୱାର ପାଳନର ଉଦ୍ଦେଶ୍ୟ । ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି । ଗତବର୍ଷ ଆର୍ଥ ଆୱାର ସମୟରେ ଅନେକ ବିଜୁଳି ସଂରକ୍ଷଣ କରାଯାଇଥିଲା । ୨୦୦୭ ମସିହାରେ ଏହି ଆର୍ଥ ଆୱାର କାର୍ଯ୍ୟକ୍ରମ କରାଯାଇଥିଲା । ୨୦୦୮ରେ ୩୫ ଦେଶ ଆର୍ଥ ଆୱାରରେ ସାମିଲ ହୋଇଥିଲେ । ଏବେ ଏହି କାର୍ଯ୍ୟକ୍ରମରେ ୧୭୮ ଦେଶ ସାମିଲ ହୋଇସାରିଲେଣି । ଅନେକ ଲୋକ ଘରର ସମ୍ପୂର୍ଣ୍ଣର୍ ଲାଇଟ୍ ବନ୍ଦ କରି କ୍ୟାଣ୍ଡେଲ ଜାଳି ଏହି ଦିବସକୁ ସେଲିବ୍ରେଟ୍ କରିଥାନ୍ତି ।

ଆଜି ଆର୍ଥ ଆଓ୍ୱାର, ଗୋଟିଏ ଘଣ୍ଟା ଅନ୍ଧାରରେ ରହିବ ବିଶ୍ୱ

ଭୁବନେଶ୍ୱର ୨୩/୦୩: ଆଜି ୱାର୍ଲ୍ଡ ଆର୍ଥ ଆୱାର । ପୃଥିବୀର ସୁରକ୍ଷା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ୱାର୍ଲ୍ଡ ଆର୍ଥ ଆୱାର ଭାବେ ପାଳନ କରାଯାଏ । 


ଏହି ଦିନ ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଲାଇଟ୍ର ସୁଇଚ୍ ଅଫ୍ କରିଥାନ୍ତି । ନିଜ ଘରେ, ଅଫିସ୍‌ରେ ଜଳୁଥିବା ଅନାବଶ୍ୟକ ଲାଇଟ୍‌କୁ ଅଫ୍ କରାଯାଇଥାଏ । ଏହା ହେଉଛି ଆର୍ଥ ଆୱାର ପାଳନର ଉଦ୍ଦେଶ୍ୟ । ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି । 


ଗତବର୍ଷ ଆର୍ଥ ଆୱାର ସମୟରେ ଅନେକ ବିଜୁଳି ସଂରକ୍ଷଣ କରାଯାଇଥିଲା । ୨୦୦୭ ମସିହାରେ ଏହି ଆର୍ଥ ଆୱାର କାର୍ଯ୍ୟକ୍ରମ କରାଯାଇଥିଲା । ୨୦୦୮ରେ ୩୫ ଦେଶ ଆର୍ଥ ଆୱାରରେ ସାମିଲ ହୋଇଥିଲେ । ଏବେ ଏହି କାର୍ଯ୍ୟକ୍ରମରେ ୧୭୮ ଦେଶ ସାମିଲ ହୋଇସାରିଲେଣି । ଅନେକ ଲୋକ ଘରର ସମ୍ପୂର୍ଣ୍ଣର୍ ଲାଇଟ୍ ବନ୍ଦ କରି କ୍ୟାଣ୍ଡେଲ ଜାଳି ଏହି ଦିବସକୁ ସେଲିବ୍ରେଟ୍ କରିଥାନ୍ତି ।