ଆଜି କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା

“କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ । କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନଗୋ ଫୁଲ ବଉଳବେଣୀ”। ଶୁଣନ୍ତୁ କୁମାର ପୂର୍ଣ୍ଣିମାକୁ ନେଇ କ'ଣ କହୁଛନ୍ତି କୁମାରୀ ମାନେ...