ଆଜି ପୁଣି ଗଡ଼ିବ ରଥ

ପୁରୀ,୨୮ା୬: ଆଜି ଅର୍ଥାତ୍‌ ଶନିବାର ସକାଳ ୯ଟା ୩୦ରେ ପୁଣି ରଥ ଟଣା ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଅବକାଶ ନୀତି ପରେ ପୁଣି ରଥଟଣା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। The post ଆଜି ପୁଣି ଗଡ଼ିବ ରଥ appeared first on Dharitri Odia News.

ଆଜି ପୁଣି ଗଡ଼ିବ ରଥ

ପୁରୀ,୨୮ା୬: ଆଜି ଅର୍ଥାତ୍‌ ଶନିବାର ସକାଳ ୯ଟା ୩୦ରେ ପୁଣି ରଥ ଟଣା ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଅବକାଶ ନୀତି ପରେ ପୁଣି ରଥଟଣା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

The post ଆଜି ପୁଣି ଗଡ଼ିବ ରଥ appeared first on Dharitri Odia News.