ଆଜି ବସିବ ଛତିଶ ନିଯୋଗ ବୈଠକ
ପୁରୀ : ଆଜି ସନ୍ଧ୍ୟା ୬ ଟାରେ ବସିବ ଛତିଶା ନିଯୋଗ ବୈଠକ I ଭକ୍ତନିବାସରେ ବସିବ ଏହି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଛତିଶାନିଯୋଗ ବୈଠକ। ସ୍ନାନପୂର୍ଣ୍ଣମା ନୀତିକାନ୍ତି ଓ ରଥଯାତ୍ରାର ଶୃଙ୍ଖଳିତ ପରିଚାଳନାକୁ ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାଯାଇଛି। ସ୍ନାନପୂର୍ଣ୍ଣମା ନୀତିନିର୍ଘଣ୍ଟକୁ ଅନୁମୋଦନ କରିବ ଛତିଶାନିଯୋଗ। ସୂଚନାନୁସାରେ,ଚଳିତବର୍ଷ ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି ଅଣସର I ଏନେଇ ବୈଠକରେ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯିବା […]

ପୁରୀ : ଆଜି ସନ୍ଧ୍ୟା ୬ ଟାରେ ବସିବ ଛତିଶା ନିଯୋଗ ବୈଠକ I ଭକ୍ତନିବାସରେ ବସିବ ଏହି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଛତିଶାନିଯୋଗ ବୈଠକ। ସ୍ନାନପୂର୍ଣ୍ଣମା ନୀତିକାନ୍ତି ଓ ରଥଯାତ୍ରାର ଶୃଙ୍ଖଳିତ ପରିଚାଳନାକୁ ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାଯାଇଛି। ସ୍ନାନପୂର୍ଣ୍ଣମା ନୀତିନିର୍ଘଣ୍ଟକୁ ଅନୁମୋଦନ କରିବ ଛତିଶାନିଯୋଗ।
ସୂଚନାନୁସାରେ,ଚଳିତବର୍ଷ ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି ଅଣସର I ଏନେଇ ବୈଠକରେ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯିବା ନେଇ ଆଲୋଚନା ହେବ I