ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୪।୭: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକ ସେବା ଭବନରେ ରାତି ୮ଟା ୩୦ରେ ଏହି ବୈଠକ ବସିବ। ମୋହନ ସରକାରଙ୍କ ଏହା ହେବ ତୃତୀୟ କ୍ୟାବିନେଟ ବୈଠକ । ପୂର୍ବରୁ ଦୁଇଟି କ୍ୟାବିନେଟର ୯ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ସୋମବାରରୁ ଆରମ୍ଭ ହୋଇଛି ବିଧାନସଭାରେ ବଜେଟ ଅଧିବେଶନ। ବିରୋଧୀ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି। ତେବେ ଆଜି ତୃତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଜାରି […] The post ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ appeared first on Dharitri Odia News.

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୪।୭: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକ ସେବା ଭବନରେ ରାତି ୮ଟା ୩୦ରେ ଏହି ବୈଠକ ବସିବ। ମୋହନ ସରକାରଙ୍କ ଏହା ହେବ ତୃତୀୟ କ୍ୟାବିନେଟ ବୈଠକ । ପୂର୍ବରୁ ଦୁଇଟି କ୍ୟାବିନେଟର ୯ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ସୋମବାରରୁ ଆରମ୍ଭ ହୋଇଛି ବିଧାନସଭାରେ ବଜେଟ ଅଧିବେଶନ। ବିରୋଧୀ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି। ତେବେ ଆଜି ତୃତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି।

The post ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ appeared first on Dharitri Odia News.