ଆଜି ବିଶ୍ୱ ଦହିବରା ଦିବସ

ଦହିବରା ଆଳୁଦମ୍ ପାଇଁ ଅନ୍ୟ ସ୍ଥାନ ତୁଳନାରେ କଟକ ପ୍ରସିଦ୍ଧ। 

ଆଜି ବିଶ୍ୱ ଦହିବରା ଦିବସ

ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ବିଶ୍ୱ ଦହିବରା ଆଳୁଦମ୍ ଦିବସ ଭାବେ ପାଳନ କରାଯାଏ। ଦହିବରା ଆଳୁଦମ୍ ପାଇଁ ଅନ୍ୟ ସ୍ଥାନ ତୁଳନାରେ କଟକ ବିଶ୍ୱ ପ୍ରସିଦ୍ଧ। କଟକର ଦହିବରା ଆଳୁଦମ୍ ଖାଇବା ପାଇଁ ରାଜ୍ୟ ବାହାରୁ ଲୋକେ ଆସି ଏହାର ସ୍ୱାଦ ନେଇଥାଆନ୍ତି। ଦେଖନ୍ତୁ ପୂରା ରିପୋର୍ଟ।