ଆଜି ସନ୍ଧ୍ୟାରେ ହିତାଧିକାରୀ ଜାଳିବେ ସୁଭଦ୍ରା ଦୀପ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ହିତାଧିକାରୀ ଜାଳିବେ ସୁଭଦ୍ରା ଦୀପ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟବାସୀଙ୍କୁ ଅପିଲ୍ କରିଥିଲେ। ଗୁରୁବାର ସୁଭଦ୍ରା ଟଙ୍କା ବାଣ୍ଟିବା ପରେ ‘ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ’ ଆହ୍ୱାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ତେବେ ସମସ୍ତେ ନିଜ ଘରର ମୁଖ୍ୟଦ୍ୱାରରେ ସନ୍ଧ୍ଯା ସମୟରେ ଏହି ଦୀପ ଜାଳିବାକୁ ସେ ଅପିଲ୍ କରିଥିଲେ। ସେହିପରି ଗୋଟିଏ ଘରେ ଏକାଧିକ ସୁଭଦ୍ରା ଥିଲେ ଘର ଦ୍ୱାରରେ ଏକାଧିକ ଦୀପ ଜାଳିବାକୁ ସେ କହିଛନ୍ତି । The post ଆଜି ସନ୍ଧ୍ୟାରେ ହିତାଧିକାରୀ ଜାଳିବେ ସୁଭଦ୍ରା ଦୀପ appeared first on Odisha.News.

ଆଜି ସନ୍ଧ୍ୟାରେ ହିତାଧିକାରୀ ଜାଳିବେ ସୁଭଦ୍ରା ଦୀପ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ହିତାଧିକାରୀ ଜାଳିବେ ସୁଭଦ୍ରା ଦୀପ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟବାସୀଙ୍କୁ ଅପିଲ୍ କରିଥିଲେ। ଗୁରୁବାର ସୁଭଦ୍ରା ଟଙ୍କା ବାଣ୍ଟିବା ପରେ ‘ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ’ ଆହ୍ୱାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ତେବେ ସମସ୍ତେ ନିଜ ଘରର ମୁଖ୍ୟଦ୍ୱାରରେ ସନ୍ଧ୍ଯା ସମୟରେ ଏହି ଦୀପ ଜାଳିବାକୁ ସେ ଅପିଲ୍ କରିଥିଲେ। ସେହିପରି ଗୋଟିଏ ଘରେ ଏକାଧିକ ସୁଭଦ୍ରା ଥିଲେ ଘର ଦ୍ୱାରରେ ଏକାଧିକ ଦୀପ ଜାଳିବାକୁ ସେ କହିଛନ୍ତି ।

The post ଆଜି ସନ୍ଧ୍ୟାରେ ହିତାଧିକାରୀ ଜାଳିବେ ସୁଭଦ୍ରା ଦୀପ appeared first on Odisha.News.