ଆଜିର ରାଶିଫଳ: ଏହି ରାଶିର ଲୋକେ କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ
ମେଷ : ଆଜିର ଦିନଟି ସକାରାତ୍ମକ ଫଳାଫଳ ଆଣିବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଆପଣ ପୂର୍ଣ୍ଣ ଫଳ ପାଇବେ । କୌଣସି ପ୍ରତିଶ୍ରୁତି ଠିକ୍ ସମୟରେ ପୂରଣ କରିବେ । ବୃଷ : ଆଜି ଆପଣଙ୍କ ଖର୍ଚ୍ଚ ବଢ଼ିପାରେ । ବ୍ୟବସାୟ କରୁଥିବା ଲୋକମାନେ କର୍ମକ୍ଷେତ୍ରରେ କିଛି କ୍ଷତି ସହିପାରନ୍ତି । ନିଜ ଘରର ନବୀକରଣ ଉପରେ ଅଧିକ ଧ୍ୟାନ ଦେବେ । ମିଥୁନ : ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି […] The post ଆଜିର ରାଶିଫଳ: ଏହି ରାଶିର ଲୋକେ କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ appeared first on KNews Odisha.

ମେଷ : ଆଜିର ଦିନଟି ସକାରାତ୍ମକ ଫଳାଫଳ ଆଣିବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଆପଣ ପୂର୍ଣ୍ଣ ଫଳ ପାଇବେ । କୌଣସି ପ୍ରତିଶ୍ରୁତି ଠିକ୍ ସମୟରେ ପୂରଣ କରିବେ ।
ବୃଷ : ଆଜି ଆପଣଙ୍କ ଖର୍ଚ୍ଚ ବଢ଼ିପାରେ । ବ୍ୟବସାୟ କରୁଥିବା ଲୋକମାନେ କର୍ମକ୍ଷେତ୍ରରେ କିଛି କ୍ଷତି ସହିପାରନ୍ତି । ନିଜ ଘରର ନବୀକରଣ ଉପରେ ଅଧିକ ଧ୍ୟାନ ଦେବେ ।
ମିଥୁନ : ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି । ପ୍ରତିକୂଳ ପରିସ୍ଥିତିରେ ଧୌର୍ଯ୍ୟ ବଜାୟ ରଖନ୍ତୁ । ନିଜର କ୍ୟାରିୟରକୁ ନେଇ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ ।
କର୍କଟ : ଆଜି ପ୍ରଗତିର ଦିନ ହେବ । ଆୟର ନୂତନ ଉତ୍ସ ମିଳିବ । ଛାତ୍ରମାନେ କୌଣସି ପ୍ରତିଯୋଗିତାରେ ବିଜୟ ହାସଲ କରିବେ । ଜଣେ ବନ୍ଧୁଙ୍କୁ ଆପଣ ମନେ ପକାଇବେ ।
ସିଂହ : ନିଜର ବକ୍ତବ୍ୟ ଓ ଆଚରଣରେ ନିୟନ୍ତ୍ରଣ ବଜାୟ ରଖିବାକୁ ହେବ । କାରବାରରେ ବହୁତ ସତର୍କ ରହିବାକୁ ପଡିବ । ଜଣେ ସମ୍ପର୍କୀୟ ଆପଣଙ୍କୁ ଭେଟିବାକୁ ଆସିପାରନ୍ତି ।
କନ୍ୟା : କାମକୁ ନେଇ କୌଣସି ଯୋଜନା କରିବେ । ପାରିବାରିକ ଜୀବନରେ ଚାଲିଥିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ । ଭାଇ ଓ ଭଉଣୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ।
ତୁଳା : ନୂତନ ଗାଡ଼ି କିଣିବା ଆଜିର ଦିନଟି ଭଲ । ବହୁ ଦୂରରେ ରହୁଥିବା ଜଣେ ସମ୍ପର୍କୀୟଙ୍କଠାରୁ ଭଲ ଖବର ଶୁଣିବାକୁ ମିଳିବ । ଛାତ୍ରମାନେ ଇଚ୍ଛା ମୁତାବକ ଫଳ ପାଇବେ ।
ବିଛା : ପିଲାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବେ । ନିଜ ପିଲାମାନଙ୍କ ପାଇଁ କିଛି ଖେଳଣା କିଣି ଆଣିପାରନ୍ତି ।
ଧନୁ : ଆଜି କର୍ମକ୍ଷେତ୍ରରେ ଆପଣଙ୍କୁ ବଡ଼ ସଫଳତା ମିଳିପାରେ । ପ୍ରେମ କରୁଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ଟଙ୍କା କେଉଁଠି ଅଟକିଥିଲେ, ତାହା ଆପଣ ଫେରି ପାଇବେ ।
ମକର : ଜୀବନସାଥୀ ଆପଣଙ୍କ ପାଇଁ ଏକ ସୁନ୍ଦର ଉପହାର ଆଣିପାରନ୍ତି । କୌଣସି ସ୍ଥାନକୁ ଯିବାକୁ ଯୋଜନା କରିବେ । ଯଦି ଟଙ୍କା କେଉଁଠି ବିନିଯୋଗ କରିଛନ୍ତି, ତାହା ଆପଣଙ୍କ ପାଇଁ ଭଲ ହେବ ।
କୁମ୍ଭ : କୌଣସି ବଡ଼ ବିନିଯୋଗ ପୂର୍ବରୁ ଆପଣଙ୍କୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରିବାକୁ ପଡ଼ିବ । କର୍ମକ୍ଷେତ୍ରରେ କିଛି କାମ ପାଇଁ ଭଲ ସୁଯୋଗ ମିଳିପାରେ । ପିଲାମାନଙ୍କ ସହିତ ମଜା କରିବେ ।
ମୀନ : ଭାଗ୍ୟ ଦୃଷ୍ଟିକୋଣରୁ ଦିନଟି ଭଲ ହେବାକୁ ଯାଉଛି । ପରିବାର ସଦସ୍ୟଙ୍କ ଆବଶ୍ୟକତା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ଆପଣଙ୍କ କାର୍ଯ୍ୟକୁ ଏକ ନୂତନ ପରିଚୟ ଦେବେ ।
The post ଆଜିର ରାଶିଫଳ: ଏହି ରାଶିର ଲୋକେ କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ appeared first on KNews Odisha.